ଅଦନାନ ସାଜିଦ ଖାନ୍
ଦେଖଣା
ଅଦନାନ ସାଜିଦ ଖାନ୍ | |
|---|---|
ଅଦନାନ ଖାନ୍ (ଡାହାଣ) | |
| ଜନ୍ମ | ୨୦ ଜୁଲାଇ ୧୯୬୫ |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୭–ଏବେଯାଏଁ |
ଅଦନାନ ସାଜିଦ ଖାନ୍ ଜଣେ ଭାରତୀୟ ଅଭିନେତା, କମେଡ଼ିଆନ, କଣ୍ଠଶିଳ୍ପୀ, ପ୍ରଯୋଜକ ଓ ସଂଳାକାର ଅଟନ୍ତି । ସେ ତାଙ୍କର ମଞ୍ଚ ନାମ ଗୁଲ୍ଲୁ ଦାଦା ଓ ଗୁଲ୍ଲୁ ଭାଇ ନାମରେ ଜଣାଶୁଣା ।
ପେଷା
[ସମ୍ପାଦନା]୯୦ ଦଶକରେ ସେ ପ୍ରଥମେ ଜଣେ ମଞ୍ଚ ଗାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୦୭ ମସିହାରେ ଜଣେ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ଡେକାନି କଥାଚିତ୍ର ଜଗତରେମ କାମ କରନ୍ତି ।[୧][୨][୩]
ଗୁଲ୍ଲୁ ଦାଦାସ୍ ବିରିୟାନୀ
[ସମ୍ପାଦନା]୨୦୧୯ ମସିହାରେ, ଗୁଲ୍ଲୁ ଦାଦା ଏକ ବିରିୟାନୀ ରେଷ୍ଟୁରାଣ୍ଟ ଖୋଲିଥିଲେ । ସେଠାରେ ମୁଖ୍ୟତଃ ଜାଫ୍ରନୀ (କେଶର) ବିରିୟାନୀ ପରସାଯାଏ ।[୪]
ଏହି ରେଷ୍ଟୁରାଣ୍ଟର ୪ଟି ଶାଖା ରହିଛି:
- ମସବଟାଙ୍କ
- ଆତ୍ତାପୁର
- ଶୈଖପେଟ
- ଆବିଦସ୍[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୦୭ | ଏଫ୍ଏମ୍ ଫନ୍ ଔର୍ ମସ୍ତି | ଗୁଲ୍ଲୁ ଦାଦା | ଦଖାନି | |
| ୨୦୧୦ | ଗୁଲ୍ଲୁ ଦାଦା ରିଟର୍ଣ୍ଣସ୍ | |||
| ୨୦୧୧ | ଜବରଦସ୍ତ | ଟିଲ୍ଲୁ ଟେରର୍ | ||
| ଥ୍ରୀଲର୍ | ||||
| ସଭ୍ କି ବୋଲ୍ତି ବନ୍ଦ | ବାବା | |||
| ଯା ଭାଇ ଯା | ||||
| ଫ୍ୟାମିଲି ପ୍ୟାକ୍ | ସୁଲତାନ/ଆକବର | ଦ୍ୱେତ ଭୂମିକା | ||
| ଟେକ୍ ଏୱେ | ||||
| ୨୦୧୨ | ଗୁଲ୍ଲୁ ଦାଦା ୩ | ଗୁଲ୍ଲୁ ଦାଦା | ||
| ୨୦୧୩ | ଗୁଲ୍ଲୁ ଦାଦା ୪ | |||
| ୨୦୧୪ | ଏକ୍ ଥା ସର୍ଦାର୍ | ବାବା ଭାଇ | ||
| ଷ୍ଟେପନୀ | ଅଦନାନ | |||
| ୨୦୧୫ | ଗ୍ୟାଙ୍ଗସ୍ ଅଫ୍ ହାଇଦ୍ରାବାଦ | ଗୁଲ୍ଲୁ | ||
| ୨୦୧୬ | ଦାୱତ ଏ ସାଦି | ଗୋରେ ଭାଇ | ||
| ଦୁଭାଇ ରିଟର୍ଣ୍ଣସ୍ | ଅସଲାମ ଖାନ୍ | |||
| ବଦମାସ ପୋଟ୍ଟେୟ | ||||
| ହିରୋ ହାଇଦ୍ରାବାଦୀ | ||||
| ୨୦୧୭ | ଷ୍ଟେପନୀ ୨ | |||
| ଗୁଲ୍ଲୁ ଦାଦା ୫ | ଗୁଲ୍ଲୁ ଦାଦା | |||
| ଇନ୍ସପେକ୍ଟର ଗୁଲ୍ଲୁ | ଇନ୍ସପେକ୍ଟର ଗୁଲ୍ଲୁ | |||
| ୨୦୧୮ | କଲର୍ ଫଟୋ | ଖୁଡ୍ଡୁସ ଟୁବେୱାଲା | ||
| ଭୂତ ଭାଇଜାନ | ସମୀର | |||
| ୦୮ ନଭେମବର କରୋଡ଼ପତି | ସିକନ୍ଦର | |||
| ୨୦୧୯ | ହାଇଦ୍ରାବାଦ ନବାବସ୍ ୨ | ସାଜିଦ | ||
| ମା କା ଲାଡ଼ଲା | ଅଲୀ ଭାଇ | |||
| ୨୦୨୧ | ବୋଲା ହୁଆ | ଖୁର୍ସୀଦ | ହିନ୍ଦୀ | - |
ଆଧାର
[ସମ୍ପାଦନା]- ↑ "gullu dada movies: Gullu Dada, chai and Charminar a". The Times of India. Retrieved 11 March 2017.
- ↑ "Urmila in Deccanwood?". Deccan Chronicle. 3 December 2013. Retrieved 11 March 2017.
- ↑ "Apna humour, revisited". The Hindu. 5 March 2015. Retrieved 11 March 2017.
- ↑ "Gullu Dada's Zafarani Biryani: A new taste for Hyderabad". The Siasat Daily (in ଆମେରିକୀୟ ଇଂରାଜୀ). 2021-01-18. Retrieved 2021-04-12.
- ↑ "The Best Biryani there is. (@gulludadasbiryani) • Instagram photos and videos". www.instagram.com (in ଇଂରାଜୀ). Retrieved 2021-04-12.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଦନାନ ସାଜିଦ ଖାନ୍
- ଫେସବୁକରେ ଅଦନାନ ସାଜିଦ ଖାନ୍
- ଇନଷ୍ଟାଗ୍ରାମରେ ଅଦନାନ ସାଜିଦ ଖାନ୍