ଅଞ୍ଜୁ ଯାଦବ
ଅଞ୍ଜୁ ଯାଦବ | |
|---|---|
| ଜନ୍ମ | ୩ ଜୁଲାଇ ୧୯୯୩ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
ଅଞ୍ଜୁ ଯାଦବ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା । ଶଙ୍କଟ ମୋଚନ ମହାବଳୀ ହନୁମାନ, କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି, କସୌଟି ଜିନ୍ଦଗୀ କେ ଓ ୱାଗ୍ଲେ କୀ ଦୁନିୟା – ନୟି ପୀଢ଼ି ନୟେ କିସ୍ସେ ଭଳି ହିନ୍ଦୀ ହାରାବାହିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା । ୨୦୧୯ ମସିହାରେ, ସେ ଦୋସ୍ତି କେ ସାଇଡ୍ ଇଫେକ୍ଟସ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ମହାଭାରତ ଓ ଶଙ୍କଟ ମୋଚନ ମହାବଳୀ ହନୁମାନରେ ଦେବୀ ସରସ୍ୱତୀଙ୍କ ଭୂମିକାରେ ଅଭିନୟ କରିଥିଲେ ।[୧] ୨୦୧୬ ମସିହାରେ, ସେ କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭିରେ ଟିନା ଭୂମିକାରେ ଅଭିନୟ କରିଥିଲେ ।[୨][୩] ସେ ଧାରାବାହିକ ଦିଲ୍ ଦେକେ ଦେଖୋରେ ପ୍ରୀତ ଶାସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୪][୫][୬] ୨୦୧୮ ମସିହାରେ, ସେ କସୌଟି ଜୀନ୍ଦେଗୀ କେରେ ସେ ଅଞ୍ଜଳୀ ଭୂମିକାରେ ଅଭିନୟ କରିଥିଲେ ।[୧]
୨୦୧୯ ମସିହାରେ, ସେ ହିନ୍ଦୀ କଥାଚିତ୍ର ଦୋସ୍ତି କେ ସାଇଡ୍ ଇଫେକ୍ଟସ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୭][୮] ୨୦୧୯ ମସିହାରୁ ୨୦୨୦ ଯାଏଁ ପ୍ରସାରିତ ଧାରାବାହିକ ତୁଝ୍ସେ ହୈ ରାବ୍ତାରେ ସେ ସ୍ୱରା ରାଣେ ଭୂମିକାରେ ଅଭିନୟ କରିଥିଲେ ।[୯][୧୦][୧୧]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା |
|---|---|---|
| ୨୦୧୩ | ମହାଭାରତ | ସୁଖନ୍ଦା |
| ୨୦୧୫ | ସାବଧାନ ଇଣ୍ଡିଆ | ନିଶା |
| ୨୦୧୫–୨୦୧୭ | ଶଙ୍କଟ ମୋଚନ ମହାବଳୀ ହନୁମାନ | ସରସ୍ୱତୀ |
| ୨୦୧୬ | କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି | ଟିନା |
| ୨୦୧୬–୨୦୧୭ | ଦିଲ୍ ଦେକେ ଦେଖୋ | ପ୍ରୀତ ଶାସ୍ତ୍ରୀ |
| ୨୦୧୬ | ସିଆଇଡି | |
| ୨୦୧୮ | କସୌଟି ଜିନ୍ଦେଗୀ କେ | ଅଞ୍ଜଳୀ |
| ୨୦୧୯–୨୦୨୦ | ତୁଝ୍ସେ ହୈ ରାବ୍ତା | ସ୍ୱରା ରାଣେ |
| ୨୦୨୧–୨୦୨୫ | ୱାଗ୍ଲେ କୀ ଦୁନିୟା – ନୟି ପୀଢ଼ି ନୟେ କିସ୍ସେ | କିଆରା ତେଜୱାନୀ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୯ | ଦୋସ୍ତି କେ ସାଇଡ୍ ଇଫେକ୍ଟସ୍ | ଅବନୀ | ପ୍ରଥମ କଥାଚିତ୍ର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Kasautii Zindagii Kay Actress to Star Opposite Zuber K Khan in Her NEXT!". India Forums. 9 May 2019. Retrieved 4 December 2019.
- ↑ "This 'Kuch Rang Pyar Ke Aise Bhi' actress has been replaced by Ekroop Bedi of 'Suhani Se Ek Ladki' fame". International Business Times. 9 May 2019. Retrieved 4 December 2019.
- ↑ "Uh-Oh! Guess who's replacing this actress in Kuch Rang Pyar Ke?". Pinkvilla. 25 August 2016. Archived from the original on 8 April 2022. Retrieved 4 December 2019.
- ↑ "Abhishek Bajaj and Anju Jadhav will capture hearts with their romance". The Times of India. 12 October 2016. Retrieved 4 December 2019.
- ↑ ""True love is always forever", says Anju Jadhav". The Free Press Journal. 7 November 2016. Retrieved 4 December 2019.
- ↑ "Rahul and Preet to be misunderstood by their elders in Dil Deke Dekho". The Times of India. 24 February 2017. Retrieved 4 December 2019.
- ↑ "Big break for Anju". The Tribune. 6 January 2019. Retrieved 4 December 2019.[permanent dead link]
- ↑ "TV actress Anju Jadhav to make her Bollywood debut with 'Dosti Ke Side Effects'". The Times of India. 15 January 2019. Retrieved 4 December 2019.
- ↑ "Anju Jadhav Joins Zee TV's Tujhse Hai Raabta". India Forums. 5 September 2019. Retrieved 4 December 2019.
- ↑ "Anju Jadhav Joins Zee TV's Tujhse Hai Raabta". Telly Gossips. 5 September 2019. Archived from the original on 4 December 2019. Retrieved 4 December 2019.
- ↑ "Anju Jadhav Joins Zee TV's Tujhse Hai Raabta". Desi Serials. 6 September 2019. Archived from the original on 4 December 2019. Retrieved 4 December 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଞ୍ଜୁ ଯାଦବ