Jump to content

ଅଞ୍ଜଳି ପେଣ୍ଢାର୍କର

ଉଇକିପିଡ଼ିଆ‌ରୁ

ଅଞ୍ଜଳି ପେଣ୍ଢାର୍କର (ଜନ୍ମ ୭ ଜୁଲାଇ ୧୯୫୯) ଜଣେ ପୂର୍ବତନ ଟେଷ୍ଟ ଏବଂ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟର ଯିଏ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[] ଜଣେ ଡାହାଣହାତୀ ଓପନର ଭାବେ, ସେ ଭାରତ ପାଇଁ ପାଞ୍ଚଟି ଟେଷ୍ଟ ଏବଂ ୧୯ ଟି ଦିନିକିଆ ଖେଳିଥିଲେ ଏବଂ ତାଙ୍କୁ ୧୯୮୩-୮୪ ରେ ଶ୍ରୀ ଶିବ ଛତ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା।[]

କ୍ୟାରିଅର୍

[ସମ୍ପାଦନା]

ଅଞ୍ଜଳି ତାଙ୍କର ପାଞ୍ଚଟି ଟେଷ୍ଟରେ ଦୁଇଟି ଅର୍ଦ୍ଧଶତକ ସହିତ ୨୭.୨୫ ହାରରେ ୨୧୮ ରନ୍ କରିଥିଲେ। ତାଙ୍କର ଅଫ୍-ବ୍ରେକ୍ ସହିତ ସେ ନ୍ୟୁଜିଲ୍ୟାଣ୍ଡ ଅଧିନାୟିକା 'ଡେବି ହକଲି'ଙ୍କ କେବଳ ଗୋଟିଏ ୱିକେଟ୍ ନେଇଥିଲେ , କିନ୍ତୁ ଏହା ଦଳ ପାଇଁ ଏକ ଅତ୍ୟାବଶ୍ୟକୀୟ ୱିକେଟ୍ ଥିଲା।[]

ପୁରସ୍କାର

[ସମ୍ପାଦନା]

ପୁରସ୍କାର - ୧୯୮୩-୧୯୮୮ ମସିହା ।[]

  1. "Anjali Pendharker". CricketArchive. Retrieved 2009-09-17.
  2. "Anjali Pendharker". ESPNcricinfo. Retrieved 2009-09-17.
  3. "Anjali Pendharker". Talkinaboutwomenscricket. Retrieved 21 August 2023.
  4. "Women Test Cricketers and ODI Players of Mumbai". Mumbai Cricket Association. Retrieved 21 August 2023.