ଅଜୟ ପ୍ରଧାନ
ଦେଖଣା
ଅଜୟ ପ୍ରଧାନ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୦ ଜୁନ ୧୯୬୨ |
| ବୃତ୍ତି | କବୀ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ଶିକ୍ଷା | ସ୍ନାତକୋତ୍ତର (ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟ) |
ଅଜୟ ପ୍ରଧାନ ଜଣେ ଓଡ଼ିଆ କବି ଓ ଗାଳ୍ପିକ । ତାଙ୍କ ରଚନାରୁ ଭୂମିପର୍ବ, ଶବ୍ଦ ସାତ ତାଳ, ସେଇ ସବୁ କଥା, ବଇଦା’ନା ଓ ଅନ୍ୟମାନେ, ଅପୂର୍ବା, ଆନନ୍ଦ ଭୈରବୀ, ପାଣି ଦେବତା, ମୁସାଫିରର ଡାଏରୀ, ରାମବାଣ ଓ କହିବେନି ଟି ! ଆଦି କବିତା ସଂକଳନ ସହିତ ନନ୍ଦିତା ଆସୁଛି ନାମକ ଏକ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି । ୧୯୯୮ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା, ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।[୧]
ଜନ୍ମ
[ସମ୍ପାଦନା]ପ୍ରଧାନ ୧୯୬୨ ମସିହାର ଜୁନ ୧୦ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଭୂମିପର୍ବ (୧୯୯୧)
- ଶବ୍ଦ ସାତ ତାଳ
- ସେଇ ସବୁ କଥା
- ବଇଦା’ନା ଓ ଅନ୍ୟମାନେ
- ଅପୂର୍ବା
- ଆନନ୍ଦ ଭୈରବୀ
- ପାଣି ଦେବତା
- ମୁସାଫିରର ଡାଏରୀ
- ରାମବାଣ ଓ କହିବେନି ଟି ! (୨୦୨୦)
- ନନ୍ଦିତା ଆସୁଛି (ଗଳ୍ପ ସଂକଳନ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବସନ୍ତ ମୁଦୁଲି କବିତା ପୁରସ୍କାର - ୧୯୯୮ (ପ୍ରତ୍ୟାଖ୍ୟାନ)
- ଶ୍ରୀକ୍ଷେତ୍ରଶ୍ରୀ
- ବିଶ୍ଵମୁକ୍ତି କବିତା ସମ୍ମାନ
- ପଶ୍ଚିମା କବିତା ସମ୍ମାନ
- ଜ୍ଞାନଦା କବିତା ସମ୍ମାନ
- କବି କମଳା କାନ୍ତ କବିତା ସମ୍ମାନ
ଆଧାର
[ସମ୍ପାଦନା]- ↑ ନାଥ, ଗାରିମା (8 September 2020). "ପୁରସ୍କାର ଗୋଟେ ଚକୋଲେଟ୍ , ତଂଟିରେ ଲାଗି ଯାଇପାରେ". ସମାଚାର Just Click (in ଆମେରିକୀୟ ଇଂରାଜୀ). Archived from the original on 17 April 2021. Retrieved 3 April 2026.