ଅଙ୍କିତା

ଉଇକିପିଡ଼ିଆ ରୁ
Jump to navigation Jump to search

ଅଙ୍କିତା ଦାସ ,  (ଜନ୍ମ ୧୭ ଜୁଲାଇ ୧୯୯୩) ଜଣେ ଭାରତୀୟ ମହିଳା ଟେବଲ ଟେନିସ ଖେଳାଳି । ସେ ପଶ୍ଚିମ ବଙ୍ଗର ସିଲିଗୁଡିଠାରେ ରହନ୍ତି  । ଅଙ୍କିତା ୨୦୧୨ ଅଲିମ୍ପିକ ଖେଳରେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ପ୍ରତିଯୋଗୀତା କରିଥିଲେ । 

ପ୍ରାରମ୍ଭିକ ଜିବନୀ [ସମ୍ପାଦନା]

ଅଙ୍କିତାଙ୍କ ପିତା ଓ ମାତା ଯଥାକ୍ରମେ ଅସିମ କୁମାର ଦାସ ଓ ସଂଗୀତା ଦାସ ଥିଲେ । ସେ ପଶ୍ଚିମ ବଙ୍ଗର ଦାର୍ଜିଲିଂଠାରେ ୧୭ ଜୁଲାଇ ୧୯୯୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ସିଲିଗୁଡି କଲେଜରୁ ଡିଗ୍ରୀଶିକ୍ଷ୍ୟା ହାସଲ କରିଥିଲେ ।.[୧]

ଖେଳ ଜୀବନୀ[ସମ୍ପାଦନା]

୨୦୧୪ ମସିହା ୭୫ ତମ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ ଅଙ୍କିତା ଦାସ ମହିଳା ସିଙ୍ଗଲ୍ସ ବିଭାଗରେ  ଚମ୍ପିୟାନ ହେଇଥିଲେ । ଏହା ଆଗରୁ  ସେ ଅନେକ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । [୨]

ପୁନଶ୍ଚ ଦେଖଣା [ସମ୍ପାଦନା]

  • India at the 2012 Summer Olympics
  • Table tennis at the 2012 Summer Olympics
  • Table tennis at the 2012 Summer Olympics – Qualification

ଆଧାର ସମୂହ [ସମ୍ପାଦନା]

  1. "Ankita Das profile". Veethi.com. Retrieved 31 July 2013. 
  2. "Sanil, Ankita are National champs". Retrieved 30 March 2014. 

ବାହ୍ୟ ଆଧାର ସବୁ [ସମ୍ପାଦନା]