ଅକ୍ଷୟ ବେହେରା
ଦେଖଣା
ଅକ୍ଷୟ ବେହେରା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୮ ଜାନୁଆରୀ ୧୯୫୮ ଭଦ୍ରକ |
| ବୃତ୍ତି | କବି |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ପୁରସ୍କାର | ବସନ୍ତ ମୁଦୁଲି କବିତା ପୁରସ୍କାର – ୧୯୯୮ |
ଅକ୍ଷୟ ବେହେରା ଜଣେ ଓଡ଼ିଆ କବି ଓ ଲେଖକ । ତାଙ୍କ ରଚିତ ପୁସ୍ତକ ମାଟିମନ୍ତ୍ର, ଏ କୂଳ ସେ କୂଳ, ପଥେ ପଥେ ପଥଚାରୀ, ଦିନ ପରେ ଦିନ ଆଦି ପ୍ରକାଶିତ ହୋଇଛି । ୧୯୯୮ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୀବନୀ
[ସମ୍ପାଦନା]ଦାସ ୧୯୫୮ ମସିହାର ଜାନୁଆରୀ ୧୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ମାଟିମନ୍ତ୍ର - ୧୯୯୮
- ଏ କୂଳ ସେ କୂଳ - ୨୦୨୦
- ପଥେ ପଥେ ପଥଚାରୀ - ୨୦୦୬
- ଦିନ ପରେ ଦିନ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍ପାସ୍. ISBN 9789360730345. Retrieved 2 April 2026.