Jump to content

ଅକ୍ଷୟ ଉଦୟକୁମାର

ଉଇକିପିଡ଼ିଆ‌ରୁ
ଅକ୍ଷୟ ଉଦୟକୁମାର
ଜନ୍ମ (1999-07-23) ୨୩ ଜୁଲାଇ ୧୯୯୯ (ବୟସ ୨୬)
ପାଲକ୍କଡ଼, କେରଳ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୨୧–ଏବେଯାଏଁ
ପ୍ରସିଦ୍ଧିଲଭ୍ ଟୁଡେ
ବିଗ୍ ବସ୍ (ତାମିଲ) ୭

ଅକ୍ଷୟ ଉଦୟକୁମାର ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ସୋସିଆଲ୍ ମିଡ଼ିଆ ଇନ୍‌ଫ୍ୟୁଏନ୍ସର୍ । ସେ ମୁଖ୍ୟତଃ ମାଲାୟଲମ ଓ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି ।[] ସେ ତାମିଲ କଥାଚିତ୍ର ଲଭ୍ ଟୁଡେ (୨୦୨୨) ଓ ମାଲାୟଲମ କଥାଚିତ୍ର ସିଦ୍ଦି (୨୦୨୩)ରେ ଅଭିନୟ ପାଇଁ ଜଣାଶୁଣା ।[][] ୨୦୨୩ ମସିହାରେ, ସେ ତାମିଲ୍ ଭାଷାରେ ପ୍ରସାରିତ ରିଆଲିଟି ଶୋ ବିଗ୍ ବସ୍‌ର ୭ମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଏବଂ ୫୬ ଦିନ ପର୍ଯ୍ୟନ୍ତ ସେଠାରେ ରହିଥିଲେ ।[][][]

ଅଭିନୟ ଜୀବନ

[ସମ୍ପାଦନା]

୨୦୨୨ ମସିହାରେ, ସେ ମାଲାୟଲମ କଥାଚିତ୍ର ସିଦ୍ଦି ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ କରିବା ଯୋଗୁଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ଏବଂ ଅଭିନୟ ଜଗତରେ କାମ କରିବାର ସୁଯୋଗ ମିଳିଥିଲା ।[] ସେ ତାମିଲ କଥାଚିତ୍ର ଲଭ୍ ଟୁଡେ ଏବଂ ମାଲାୟଲମ କଥାଚିତ୍ର ହାୟାରେ କାମ କରିଥିଲେ ।[][][୧୦][୧୧]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୨୨ ସିଦ୍ଦି ମାଲାୟଲମ
ଲଭ୍ ଟୁଡେ ଶ୍ୱେତା ତାମିଲ
ହାୟା ରାଗିଣୀ ମାଲାୟଲମ

କ୍ଷୁଦ୍ର କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୨୧ ୯୬ ଦି ଅନ୍‌ପ୍ରେଡ଼ିକ୍ଟେବୁଲ୍ ନାଇଟ୍ ଆମି
୨୦୨୧ ମିଷ୍ଟର ମୁରଲି ଅଭିରାମି
୨୦୨୨ ପରନ୍ଧୁ ସେଲ୍ଲା ବା ୟାନି
୨୦୨୩ ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ୍ ସମ୍ୟୁକ୍ତା

ଟେଲିଭିଜନ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ୍ ମନ୍ତବ୍ୟ
୨୦୨୩ ବିଗ୍ ବସ୍ (ତାମିଲ) ୭ ପ୍ରତିଯୋଗୀ ବିଜୟ ଟିଭି ୫୬ ଦିନ ଯାଏଁ ଥିଲେ[୧୨]
୨୦୨୪ ଓ ସୋଲରିୟା ଓ ଓହମ ସୋଲରିୟା ଅତିଥି ଷ୍ଟାର୍ ବିଜୟ
ଅଣ୍ଡା କା କସମ ଅଂଶଗ୍ରହକାରୀ ଷ୍ଟାର୍ ବିଜୟ
  1. "Viral video shows duo's dance to Baharla Ha Madhumas. Watch". Hindustan times.
  2. ୨.୦ ୨.୧ "Upcoming flick 'Siddy' starring Aji John, I M Vijayan is inspired by Dostoevsky novel". Onmanorama. 1 February 2022. Retrieved 10 September 2022.
  3. "ഒരു നാഴികൈ നൊടിയാകിതേ, മധുശ്രീയുടെ ആലാപനത്തില്‍ സിദ്ദിയിലെ തമിഴ് ഗാനം" (in ମାଲାୟଲମ୍). Mathrubhumi. 13 April 2022. Retrieved 10 September 2022.
  4. "Akshaya Udayakumar: The Rising Star of South Indian Cinema". bigg boss bitz.
  5. "Bigg Boss Tamil 7 Live Updates: Cool Suresh, Raveena, Yugendran, Maya Krishnan, Bava Chelladurai and Saravana Vikram enter house". The Indian express. 5 October 2023.
  6. "Actress Akshaya Udayakumar enters Bigg Boss 7". 5 October 2023.
  7. "Reels helped me enter the film industry: Akshaya Udayakumar". Times Of India.
  8. "The entire cast and crew of 'Love Today' revealed". The Times of India. 27 July 2022. Archived from the original on 4 April 2023. Retrieved 4 August 2023.
  9. "Love Today is not a revengeful romance; it's a sweet dedication to my ex-girlfriend: Pradeep Ranganathan". The Times of India. 9 July 2022. Archived from the original on 4 August 2023. Retrieved 4 August 2023.
  10. "அட அவங்களா இவங்க.. பிக்பாஸ் சீசன் 7 அக்ஷயா உதயகுமார் யார் தெரியுமா? தெரிஞ்சா ஷாக் ஆகிடுவீங்க..." Tamil Cinema News (in ଇଂରାଜୀ). Retrieved 2023-12-02.
  11. "'Haya' trailer: Guru Somasundaram starrer promises to be a thriller". Times Of India.
  12. "Bigg Boss Tamil 7: Evicted contestant Akshaya Udayakumar shares gratitude towards fans". Times Of India.

ବାହାର ଲିଙ୍କ୍

[ସମ୍ପାଦନା]