ଅକ୍ଷିତା କପୁର
ଦେଖଣା
ଅକ୍ଷିତା କପୁର | |
|---|---|
କିତ୍ନି ମୋହବତ୍ ହୈରେ ଅକ୍ଷିତା କପୁର | |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୨–୨୦୦୯ |
ଅକ୍ଷିତା କପୁର ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[୧][୨] ଜୀ ଟିଭିର ଧାରାବାହିକ କସମ ସେରେ କ୍ରିଷ୍ଣା ୱାଲିଆ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।
ଅଭିନୟ ଜୀବନ
[ସମ୍ପାଦନା]୨୦୦୨ ମସିହାରେ, ସେ ଶାକା ଲାକା ବୁମ୍ ବୁମ୍ ଜରିଆରେ ଅଭିନୟ ଜୀବନର ଆରମ୍ଭ କରିଥିଲେ ଏବଂ ପରେ, ୨୦୦୬ ମସିହାରେ ଷ୍ଟାର୍ ପ୍ଲସ୍ର ଧାରାବାହିକ ଏକ ଚାବି ହୈ ପଡ଼ୋଶ ମେଁରେ କାମ କରିଥିଲେ । ସେହି ବର୍ଷ, ସେ ଏକତା କପୁରଙ୍କ ଧାରାବାହିକ କାହାନୀ ଘର୍ ଘର୍ କୀରେ କାମ କରିଥିଲେ ।
ଅଭିନୀତ ଧାରାବାହିକ
[ସମ୍ପାଦନା]- ଶାକା ଲାକା ବୁମ୍ ବୁମ୍ (୨୦୦୨–୨୦୦୩)
- ଏକ ଚାବି ହୈ ପଡ଼ୋଶ୍ ମେଁ (୨୦୦୬)
- କାହାନୀ ଘର୍ ଘର୍ କୀ (୨୦୦୬–୨୦୦୮)
- କ୍ୟା ଦିଲ୍ ମେଁ ହୈ (୨୦୦୭–୨୦୦୮)
- କସମ ସେ (୨୦୦୮–୨୦୦୯)
- କିତ୍ନୀ ମୋହବତ୍ ହୈ (୨୦୦୯)
ଆଧାର
[ସମ୍ପାଦନା]- ↑ "'Kitani Mohabbat Hai' actress Akshita Kapoor gets married to beau Zishaan". The Statesman (in ଆମେରିକୀୟ ଇଂରାଜୀ). 2019-11-26. Retrieved 2020-04-14.
- ↑ Kumar, Aakash (2019-11-25). "PICS-VIDEOS: 'Kitani Mohabbat Hai' Actress Akshita Kapoor Gets Married; Karan Kundrra, Kritika Kamra & Other Celebs Attend Wedding Festivities!". news.abplive.com (in ଇଂରାଜୀ). Retrieved 2020-04-14.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷିତା କପୁର