Jump to content

ଅକ୍ଷତା ଦେଶପାଣ୍ଡେ

ଉଇକିପିଡ଼ିଆ‌ରୁ
ଅକ୍ଷତା ଦେଶପାଣ୍ଡେ
ଜନ୍ମ
ଅକ୍ଷତା ଦେଶପାଣ୍ଡେ

(1999-09-19) ୧୯ ସେପ୍ଟେମ୍ବର ୧୯୯୯ (ବୟସ ୨୬)[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮–ଏବେଯାଏଁ

ଅକ୍ଷତା ଦେଶପାଣ୍ଡେ (ଜନ୍ମ: ୧୯ ସେପ୍ଟେମ୍ବର ୧୯୯୯)[] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଓ କନ୍ନଡ଼ ଟେଲିଭିଜନରେ କାମ କରନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଜଣେ ମଡେଲ୍ ଭାବରେ ତାଙ୍କ ପେଷା ଆରମ୍ଭ କରିଥିଲେ । ଷ୍ଟାର ସୁବର୍ଣ୍ଣାରେ ପ୍ରସାରିତ ଧାରାବାହିକ ମାତେ ବସନ୍ତା ଜରିଆରେ ସେ ମୁଖ୍ୟ ଭୂମିକାରେ କନ୍ନଡ଼ ଟେଲିଭିଜନ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ରକ୍ଷିତଙ୍କ ନାୟିକା ଭାବରେ କାମ କରିଥିଲେ ।[][] ଉଦୟ ଟିଭିର ଧାରାବାହିକ କାବ୍ୟାଞ୍ଜଳୀରେ, ସେ ଦୀପା ଜଗଦୀଶଙ୍କ ସ୍ଥାନରେ ଅଞ୍ଜଳୀ ଭୂମିକାରେ ଅଭିନୟ କରିଥିଲେ ।[] ୨୦୨୩ ମସିହାରେ, ସନ୍ ଟିଭିରେ ପ୍ରସାରିତ ଧାରାବାହିକ ଅନାମିକା ଜରିଆରେ, ସେ ତାମିଲ ଟେଲିଭିଜନ ଜଗତରେମ କାମ କରିବା ଆରମ୍ଭ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୮ ଅମୃତା ବାର୍ଷିନୀ ଅମୃତା ଓ ବାର୍ଷିନୀ
୨୦୨୦ – ୨୦୨୧ ମାତେ ବସନ୍ତା ଅମ୍ବିକା
୨୦୨୧ ସୁବର୍ଣ୍ଣା ସୁପରଷ୍ଟାର୍ ଅତିଥି []
୨୦୨୦ – ୨୦୨୨ କାବ୍ୟାଞ୍ଜଳୀ ଅଞ୍ଜଳୀ
୨୦୨୨ – ୨୦୨୪ କାଟେୟୋଣ୍ଡୁ ଶୁରୁବାଗିଦେ କୀର୍ତ୍ତି []
୨୦୨୪ – ୨୦୨୫ ଅନାମିକା ଅନାମିକା ତାମିଲରେ କାମ ଆରମ୍ଭ [୧୦]
୨୦୨୪ – ଏବେଯାଏଁ ନିନ୍ନୁ କୋରି ଚନ୍ଦ୍ରକଳା ତେଲୁଗୁରେ କାମ ଆରମ୍ଭ
୨୦୨୪ – ଏବେଯାଏଁ ଚିକ୍କେଜମାନି କାବେରୀ [୧୧]
  1. "TV actress Akshata Deshpande enjoys a vacation with friends". The Times of India. 21 June 2023.
  2. "Akshata Deshpande – അക്ഷത ദേശ്പാണ്ഡെ". manoramaonline.com.
  3. "Exclusive! "This time, I am able to celebrate Ugadi with my parents in hometown," says akshatha deshpande". The Times of India. 22 March 2023.
  4. "I am not quitting Matte Vasantha serial, says akshatha deshpande". The Times of India. 5 June 2021.
  5. "The response to Mathe Vasantha is truly overwhelming: akshatha deshpande". The Times of India. 27 March 2021.
  6. "Akshatha Deshpande replaces Deepa Jagadeesh in Kavyanjali". The Times of India. June 2021.
  7. "Akshatha Deshpande bags lead role in a new Tamil daily soap, says, "I have been working hard for it for a long time"". The Times of India. 20 June 2023.
  8. "Tejaswini Shekar, Akshatha Deshpande and Ashwini to feature in Suvarna Superstar". The Times of India. 24 January 2021.
  9. ""Since my bond with my elder sister is very strong in real life, I could easily relate to Krithi and her love for her siblingsisters," Katheyondu Shuruvagide actress Akshatha Deshpande". The Times of India. 6 April 2023.
  10. "New TV serial 'Anamika' to launch soon; deets inside". The Times of India. 19 June 2023.
  11. "'ಕಥೆಯೊಂದು ಶುರುವಾಗಿದೆ' ಎಂದಿದ್ದ ಅಕ್ಷತಾ ದೇಶಪಾಂಡೆ ಈಗ 'ಚಿಕ್ಕೆಜಮಾನಿ'; ಈ ಹೊಸ ಧಾರಾವಾಹಿ ಎಲ್ಲಿ ನೋಡಬಹುದು?". Filmibeat Kannada (in Kannada). 9 September 2024.{{cite web}}: CS1 maint: unrecognized language (link)

ବାହାର ଲିଙ୍କ୍

[ସମ୍ପାଦନା]