ଆଲୋଚନା:ଗୁରୁଗାଓଁ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ[ସମ୍ପାଦନା]

ଶିତି, ଏହି ଲେଖାଟିର ନାମ "ଗୁରୁଗାଓଁ"କୁ ବଦଳାଯିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ । ସମସ୍ତ ଓଡ଼ିଆ ପତ୍ରପତ୍ରିକା, ଖବରକାଗଜ ଆଦି ଏହି ଭଳି ଲେଖିଥାନ୍ତି । ଦଶ ଦିନ ଭିତରେ କିଛି ଆଲୋଚନା ନ ହେଲେ ଗୁରୁଗାଓଁକୁ ଘୁଞ୍ଚାଇଦେବାକୁ ଅନୁରୋଧ ।--ସୁଭାସିସ ପାଣିଗାହି (ଆଳାପ) ୦୦:୪୦, ୭ ଅପ୍ରେଲ ୨୦୧୬ (IST)[reply]

ପ୍ରସ୍ତାବ ମନ୍ଦ ନୁହେଁ । କିନ୍ତୁ ଆମେ ଖବର କାଗଜକୁ ମାନକ ନେଇ ପାରିବାନି । କେତେକ ଜାଗାରେ ଗୁଡୁଗାଓଁ ଲେଖଥିବାର ଦେଖିଛି । ତେବେ ୧୦ ଦିନ ଯାଏଁ ଅନ୍ୟ ମତାମତ ଅପେକ୍ଷା କରିବା ଠିକ ହେବ । ନହେଲେ ଘୁଞ୍ଚେଇ ଦିଆଯାଉ । --ଶିତିକଣ୍ଠ (ଆଲୋଚନା) ୨୩:୩୧, ୭ ଅପ୍ରେଲ ୨୦୧୬ (IST)[reply]
ହଁ ଏକମତ । ତେବେ କେବଳ ଖବରକାଗଜ ନୁହେଁ ବହି ଓ ପତ୍ରପତ୍ରିକାରେ ମଧ୍ୟ "ଗୁରୁଗାଓଁ" ଲେଖାହେବା ଦେଖିବାକୁ ମିଳେ ।--ସୁଭାସିସ ପାଣିଗାହି (ଆଳାପ) ୦୭:୪୪, ୮ ଅପ୍ରେଲ ୨୦୧୬ (IST)[reply]
  ଭିନ୍ନ ମତ ଆସିନଥିବାରୁ 'ଗୁରୁଗାଓଁ' ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୧୮, ୨୮ ଅପ୍ରେଲ ୨୦୧୬ (IST)[reply]