କଲିକତା ନାଇଟ ରାଇଡ଼ର

ଉଇକିପିଡ଼ିଆ‌ରୁ

Kolkata Knight Riders
কলকাতা নাইট রাইডার্স
ଫାଇଲ:Kolkata Knight Riders Logo.svg
Personnel
CaptainGautam Gambhir
CoachJacques Kallis
OwnerShah Rukh Khan (Red Chillies Entertainment)
Juhi Chawla, Jay Mehta (Mehta Group)
Team information
CityKolkata, West Bengal, India
ColoursKKR
Founded2008
Home groundEden Gardens, Kolkata
Capacity68,000[୧]
Official websitewww.kkr.in
Kolkata Knight Riders in 2016

କଲିକତା ନାଇଟ ରାଇଡ଼ର (କେକେଆର) ଇଣ୍ଡିଆନ ପ୍ରିମିଅର ଲିଗର ଏକ ପ୍ରମୁଖ ଦଳ । ଏହି ଦଳକୁ ବଲିଉଡର ବାଦଶାହ ଶାହରୁଖ ଖାନ, ଅଭିନେତ୍ରୀ ଜୁହୀ ଚାୱଲା ଓ ତାଙ୍କ ପତି ଜୟ ମେହେତା କିଣିଥିଲେ । ବର୍ତ୍ତମାନ ଗୌତମ ଗମ୍ଭୀର ଏହି ଦଳର ପ୍ରତିନିଧିତ୍ୱ କରୁଛନ୍ତି ।

  1. http://www.iplt20.com/venues/2/eden-gardens