ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'ନବରଙ୍ଗପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ଉମରକୋଟ
  2. ଝରିଗାଁ
  3. ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)‎
  4. ଡାବୁଗାଁ
  5. କୋଟପାଡ଼
  6. ମାଲକାନଗିରି
  7. ଚିତ୍ରକୋଣ୍ଡା

ସାଂସଦ[ସମ୍ପାଦନା]

  • ୨୦୧୯: ରମେଶ ଚନ୍ଦ୍ର ମାଝୀ (ବିଜୁ ଜନତା ଦଳ)
  • ୨୦୧୪: ବଳଭଦ୍ର ମାଝି (ବିଜୁ ଜନତା ଦଳ)
  • ୨୦୦୯: ପ୍ରଦୀପ କୁମାର ମାଝି (ଭାରତୀୟ ଜାତୀୟ କଂଗ୍ରେସ)
  • ୨୦୦୪: ପର୍ଶୁରାମ ମାଝୀ (ଭାରତୀୟ ଜନତା ପାର୍ଟି)
  • ୧୯୯୯: ପର୍ଶୁରାମ ମାଝୀ (ଭାରତୀୟ ଜନତା ପାର୍ଟି)
  • ୧୯୯୮: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୬: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୧: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୯: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୪: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୦: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୧: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୬୭: ଖଗପତି ପ୍ରଧାନୀ (ଭାରତୀୟ ଜାତୀୟ କଂଗ୍ରେସ)

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]