ବ୍ୟବହାରକାରୀଙ୍କ ଆଲୋଚନା:Chinmayee Mishra

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Chinmayee Mishra, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୮:୦୦, ୮ ଜାନୁଆରୀ ୨୦୧୬ (UTC)

A barnstar for you![ସମ୍ପାଦନା]

The Editor's Barnstar
ଆପଣଙ୍କ ଦ୍ଵାରା ଉନ୍ନତମାନର ନୂଆ ପ୍ରସଙ୍ଗ ଲେଖା ନିଶ୍ଚିନ୍ତ ଭାବେ ଅନ୍ୟ ମାନଙ୍କୁ ଉତ୍ସାହିତ କରିବ । ଆପଣଙ୍କ ଅବଦାନ ଏମିତି ରହିଥାଉ ଓ ଓଡ଼ିଆ ଉଇକିପିଡ଼ିଆ ଅଧିକ ପ୍ରସଙ୍ଗଭରା ହେବା ସହ ଜ୍ଞାନର ଭଣ୍ଡାର ହେଉ। ମୋ ତରଫରୁ ଏ ଛୋଟ ଉପହାର । :) ଆଦିତ୍ୟ ମହାର (ଆଲୋଚନା) ୦୪:୨୪, ୧୧ ଜାନୁଆରୀ ୨୦୧୬ (UTC)

ଧନ୍ୟବାଦ ଭାଇ । 😊 ବିଳମ୍ବ ରେ ଉତ୍ତର ପାଇଁ କ୍ଷମା ମଗୁଛି । Chinmayee Mishra (ମୋ ଆଲୋଚନା) ୦୫:୫୭, ୧୨ ଅପ୍ରେଲ ୨୦୧୬ (IST)[reply]

GI edit-a-thon updates[ସମ୍ପାଦନା]

Thank you for participating in the Geographical Indications in India edit-a-thon. The review of the articles have started and we hope that it'll finish in next 2-3 weeks.

  1. Report articles: Please report all the articles you have created or expanded during the edit-a-thon here before 22 February.
  2. Become an ambassador You are also encouraged to become an ambassador and review the articles submitted by your community.
Prizes/Awards

Prizes/awards have not been finalized still. These are the current ideas:

  1. A special barnstar will be given to all the participants who will create or expand articles during this edit-a-thon;
  2. GI special postcards may be sent to successful participants;
  3. A selected number of Book voucher/Flipkart/Amazon coupons will be given to the editors who performed exceptionally during this edit-a-thon.

We'll keep you informed.

Train-a-Wikipedian

We also want to inform you about the program Train-a-Wikipedian. It is an empowerment program where groom Wikipedians and help them to become better editors. This trainings will mostly be online, we may conduct offline workshops/sessions as well. More than 10 editors from 5 Indic-language Wikipedias have already joined the program. We request you to have a look and consider joining. -- Titodutta (CIS-A2K) using MediaWiki message delivery (ମୋ ଆଲୋଚନା) ୦୧:୩୧, ୧୮ ଫେବୃଆରୀ ୨୦୧୬ (IST)[reply]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)[reply]

ମିଠା ଦ‌ହି[ସମ୍ପାଦନା]

ଏହି ମିଠା ଦ‌ହି ଆପଣ‌ଙ୍କ ପାଇଁ ।
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଆପଣଙ୍କୁ ଦିଆଯାଉଛି ଏହି ମିଠା ଦ‌ହି । ଆନ‌ନ୍ଦର ସ‌ହ ଏହାର ସ୍ୱାଦ ନିଅନ୍ତୁ ଏବଂ ନିଜ ଭାଷାକୁ ସମୃଦ୍ଧ କରିଚାଲନ୍ତୁ। Rajalaxmi Mishra (ମୋ ଆଲୋଚନା) ୦୨:୪୨, ୧୨ ଅପ୍ରେଲ ୨୦୧୬ (IST)[reply]

ଧନ୍ୟବାଦ ରାଜଲଷ୍ମୀ । 😊 Chinmayee Mishra (ମୋ ଆଲୋଚନା) ୦୫:୫୫, ୧୨ ଅପ୍ରେଲ ୨୦୧୬ (IST)[reply]

ସରବଜିତ ଲେଖାଟିକୁ ସମ୍ପାଦନା କରିଥିବାରୁ ଧନ୍ୟବାଦ । ଲେଖାଟିକୁ ସମ୍ପୂର୍ଣ ହେବାରେ ସାହାଯ୍ୟ କଲେ ଖୁସି ଲାଗିବ ଓ ଶୀଘ୍ର ସମ୍ପୂର୍ଣ ହୋଇଯିବ ।--Subharajit Jena (ମୋ ଆଲୋଚନା) ୧୬:୩୫, ୨୬ ମଇ ୨୦୧୬ (IST)[reply]

Request for comments[ସମ୍ପାଦନା]

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୨, ୯ ମଇ ୨୦୧୬ (IST)[reply]

ଅଥାର ହାଣ୍ଡି[ସମ୍ପାଦନା]

Chinmayee Mishra, ଅଥାର ହାଣ୍ଡି କଅଣ ଜାଣିଥିବ ନିଶ୍ଚୟ । ଏହି ବିଷୟରେ ଗୋଟିଏ ଲେଖା ମୁଁ ଆରମ୍ଭ କରିବାକୁ ଥିଲା କିନ୍ତୁ ଅଥାର ହାଣ୍ଡି, ଅଥାର ପଲମ ଓ ଅଥାର କନାର ଚିତ୍ର ଆବଶ୍ୟକ ହେଲା । ସେ ଚିତ୍ର ମୁଁ ଭୁବନେଶ୍ୱରରେ କେଉଁଠୁ ପାଇବି ? ଯଦି ତୁମ ଗ୍ରାମରେ ସେ ସବୁର ପ୍ରଚଳନ ଅଛି, ତା ହେଲେ ତାହାର ଫୋଟୋ ଉଠାଅ । ଆଗ ହାଣ୍ଡି, ତାପରେ ହାଣ୍ଡି ମୁହଁରେ କନା ଗୁଡ଼ାହୋଇଥିବା ଫୋଟୋ ଓ ଶେଷରେ ହାଣ୍ଡି ଓ ପଲାମ ଘୋଡ଼ି ହୋଇଥିବା ଫୋଟୋ ଉଠେଇ ଦିଅ । --Subas Chandra Rout (ମୋ ଆଲୋଚନା) ୧୯:୧୩, ୨୭ ଜୁନ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ପଞ୍ଜାବ ଗଣ-ସମ୍ପାଦନା ୨୦୧୬[ସମ୍ପାଦନା]

ସମ୍ପାଦନା ପାଇଁ ଧନ୍ୟବାଦ ଓ ଅଭିନନ୍ଦନ । ଆପଣଙ୍କ ଅବଦାନ ପାଇଁ ବ୍ରାଉନ୍ ବାର୍ଣ୍ଣ ଷ୍ଟାର୍ -- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୬:୧୮, ୧୧ ଅଗଷ୍ଟ ୨୦୧୬ (IST)[reply]

ଧନ୍ୟବାଦ --Chinmayee Mishra (ମୋ ଆଲୋଚନା) ୧୫:୫୩, ୧୫ ଅଗଷ୍ଟ ୨୦୧୬ (IST)[reply]

Rio Olympics Edit-a-thon[ସମ୍ପାଦନା]

Dear Friends & Wikipedians, Celebrate the world's biggest sporting festival on Wikipedia. The Rio Olympics Edit-a-thon aims to pay tribute to Indian athletes and sportsperson who represent India at Olympics. Please find more details here. The Athlete who represent their country at Olympics, often fail to attain their due recognition. They bring glory to the nation. Let's write articles on them, as a mark of tribute.

For every 20 articles created collectively, a tree will be planted. Similarly, when an editor completes 20 articles, a book will be awarded to him/her. Check the main page for more details. Thank you. Abhinav619 (sent using MediaWiki message delivery (ମୋ ଆଲୋଚନା) ୨୨:୨୪, ୧୬ ଅଗଷ୍ଟ ୨୦୧୬ (IST), subscribe/unsubscribe)[reply]

କବାଡି ପୃଷ୍ଠା ବାବଦରେ[ସମ୍ପାଦନା]

ନମସ୍କାର , ଆପଣ ଲେଖିଥିବା କବାଡି ପୃଷ୍ଠାଟୀ ଲିଭା ଯିବା ପାଇଁ ପ୍ରସ୍ତାବ ଆସିଛି ।ଯଦି ଆପଣ ଏହି ପୃଷ୍ଠା ରଖିବା ପାଇଁ ଚାହୁଛନ୍ତି , ତେବେ ନିଜ ମତ ଦିଅନ୍ତୁ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୦୭, ୨୦ ଅଗଷ୍ଟ ୨୦୧୬ (IST)[reply]

ଜଣେଇବା ପାଇଁ ଧନ୍ୟବାଦ ଜ୍ଞାନ ଭାଇ , ଲେଖା ଗୁଡିକରେ ମୁଁ ତଥ୍ୟ ଯୋଡିବାକୁ ଚେଷ୍ଟା କରିବି । --Chinmayee Mishra (ମୋ ଆଲୋଚନା) ୧୩:୩୯, ୨୨ ଅଗଷ୍ଟ ୨୦୧୬ (IST)[reply]

ନମସ୍କାର, congrats on completing 1000 Global edits. ଧନ୍ୟବାଦ୍ --Titodutta (ମୋ ଆଲୋଚନା) ୨୩:୪୨, ୨୦ ଅଗଷ୍ଟ ୨୦୧୬ (IST)[reply]

ଧନ୍ୟବାଦ Titodutta (ମୋ ଆଲୋଚନା । --Chinmayee Mishra (ମୋ ଆଲୋଚନା) ୧୩:୪୦, ୨୨ ଅଗଷ୍ଟ ୨୦୧୬ (IST)[reply]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)

କ୍ଷୀରଗଇଁଠା[ସମ୍ପାଦନା]

ତମ ପାଇଁ କ୍ଷୀରଗଇଁଠା
ଚିନୁ ଦିଦି, ତମର ଦିନରାତି କାମ ଯୋଗୁଁ କେତେକଣ ବିରଳ ବହି ସ୍କାନ ହେଲାଣି କହିଲେ ନ ସରେ । ବହି ଯାଇ ଘରୁ ଆଣିବା, ପୁଣି ସେ ମୁଣ୍ଡବଥା ସ୍କାନରରେ ସ୍କାନ କରିବା ଆଉ ତା'ପରେ ଦରକାର ପଡ଼ିଲେ ଦିନେ-ଦି ଦିନ ସମୟ ସୀମା ଭିତରେ ସବୁ କାମ ସୁନ୍ଦରେ ସାରିବା କିଛି କମ କଷ୍ଟ ନୁହେଁ । ପୁଣି ତମ କାମ ଏତେ ପରଫେକ୍ଟ ଯେ ସାରମାନେ ଖାଲି ତମ ଗୁଣ ଗାଉଛନ୍ତି । ତମେ ନଥିଲେ ଏଡ଼େ ବଡ଼ କାମଟେ କେବେହେଲେ ହୋଇପାରନ୍ତାନି ।

ତେଣୁ କମନ୍ସରେ ଖୋଜି ଖୋଜି ତମକୁ ଦେବା ପାଇଁ ଭଲ ଫୁଲମାଳଟେ ପାଇଲିନି ତ ସଂସାରର ସବୁଠୁ ଭଲ ଜିନିଷ ଘେନ-ଶ୍ୱେତା ନାନୀଙ୍କ କ୍ଷୀର ଗଇଁଠା । ଆଉଥରେ ମେଞ୍ଚାଏ ଧନ୍ୟବାଦ ଆଉ ସାଧୁବାଦ । :) - ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୦୭, ୧୮ ମାର୍ଚ୍ଚ ୨୦୧୭ (IST)[reply]

A bowl of strawberries for you![ସମ୍ପାଦନା]

ଓଡିଆ ଉଇକିପିଡିଆ ରେ ଆପଣଙ୍କ ଉଲେଖ୍ୟଯୋଗ୍ୟ ଅବଦାନ ପାଇଁ ଆପଣଙ୍କୁ ଷ୍ଟ୍ରବେରୀ। Nihar Ranjan Mohanty (ମୋ ଆଲୋଚନା) ୧୬:୫୯, ୯ ଅପ୍ରେଲ ୨୦୧୭ (IST)[reply]

Bhubaneswar Heritage Edit-a-thon starts with great enthusiasm[ସମ୍ପାଦନା]

Hello,
Thanks for signing up as a participant of Bhubaneswar Heritage Edit-a-thon (2017). The edit-a-thon has started with great enthusiasm and will continue till 10 November 2017. Please create/expand articles, or create/improve Wikidata items. You can see some suggestions here. Please report you contribution here.

If you are an experienced Wikimedian, and want to lead this initiative, become an ambassador and help to make the event a bigger success.

Thanks and all the best. -- Titodutta using MediaWiki message delivery (ମୋ ଆଲୋଚନା) ୨୩:୩୫, ୧୪ ଅକ୍ଟୋବର ୨୦୧୭ (IST)[reply]

You are getting this message because you have joined as a participant/ambassador. You can subscribe/unsubscribe here.

Bhubaneswar Heritage Edit-a-thon Update[ସମ୍ପାଦନା]

Hello,
Thanks for signing up as a participant of Bhubaneswar Heritage Edit-a-thon (2017). The edit-a-thon has ended on 20th November 2017, 25 Wikipedians from more than 15 languages have created around 180 articles during this edit-a-thon. Make sure you have reported your contribution on this page. Once you're done with it, Please put a checkY mark next to your username in the list by 10th December 2017. We will announce the winners of this edit-a-thon after this process.-- Sailesh Patnaik using MediaWiki message delivery (ମୋ ଆଲୋଚନା) ୨୩:୦୦, ୪ ଡିସେମ୍ବର ୨୦୧୭ (IST) You are getting this message because you have joined as a participant/ambassador. You can subscribe/unsubscribe here.[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

This Month in Education: July 2019[ସମ୍ପାଦନା]

This Month in Education

Volume 8 • Issue 7 • July 2019


ContentsHeadlinesSubscribe


In This Issue

This Month in Education: August 2019[ସମ୍ପାଦନା]

This Month in Education

Volume 8 • Issue 8 • August 2019


ContentsHeadlinesSubscribe


In This Issue

This Month in Education: September 2019[ସମ୍ପାଦନା]

This Month in Education

Volume 8 • Issue 9 • September 2019


ContentsHeadlinesSubscribe


In This Issue

WikiConference India 2020: IRC today[ସମ୍ପାଦନା]

{{subst:WCI2020-IRC (Oct 2019)}} MediaWiki message delivery (ମୋ ଆଲୋଚନା) ୧୦:୫୭, ୨୦ ଅକ୍ଟୋବର ୨୦୧୯ (IST)[reply]

WikiConference India 2020: IRC today[ସମ୍ପାଦନା]

Greetings, thanks for taking part in the initial conversation around the proposal for WikiConference India 2020 in Hyderabad. Firstly, we are happy to share the news that there has been a very good positive response from individual Wikimedians. Also there have been community-wide discussions on local Village Pumps on various languages. Several of these discussions have reached consensus, and supported the initiative. To conclude this initial conversation and formalise the consensus, an IRC is being hosted today evening. We can clear any concerns/doubts that we have during the IRC. Looking forward to your participation.

The details of the IRC are

Note: Initially, all the users who have engaged on WikiConference India 2020: Initial conversations page or its talk page were added to the WCI2020 notification list. Members of this list will receive regular updates regarding WCI2020. If you would like to opt-out or change the target page, please do so on this page.

This message is being sent again because template substitution failed on non-Meta-Wiki Wikis. Sorry for the inconvenience. MediaWiki message delivery (ମୋ ଆଲୋଚନା) ୧୧:୨୮, ୨୦ ଅକ୍ଟୋବର ୨୦୧୯ (IST)[reply]

This Month in Education: October 2019[ସମ୍ପାଦନା]

This Month in Education

Volume 8 • Issue 10 • October 2019


ContentsHeadlinesSubscribe


In This Issue

This Month in Education: November 2019[ସମ୍ପାଦନା]

This Month in Education

Volume 8 • Issue 11 • November 2019


ContentsHeadlinesSubscribe


In This Issue

[WikiConference India 2020] Invitation to participate in the Community Engagement Survey[ସମ୍ପାଦନା]

This is an invitation to participate in the Community Engagement Survey, which is one of the key requirements for drafting the Conference & Event Grant application for WikiConference India 2020 to the Wikimedia Foundation. The survey will have questions regarding a few demographic details, your experience with Wikimedia, challenges and needs, and your expectations for WCI 2020. The responses will help us to form an initial idea of what is expected out of WCI 2020, and draft the grant application accordingly. Please note that this will not directly influence the specificities of the program, there will be a detailed survey to assess the program needs post-funding decision.

MediaWiki message delivery (ମୋ ଆଲୋଚନା) ୧୦:୪୦, ୧୨ ଡିସେମ୍ବର ୨୦୧୯ (IST)[reply]

This Month in Education: January 2020[ସମ୍ପାଦନା]

This Month in Education

Volume 9 • Issue 1 • January 2020


ContentsHeadlinesSubscribe


In This Issue

[WikiConference India 2020] Conference & Event Grant proposal[ସମ୍ପାଦନା]

WikiConference India 2020 team is happy to inform you that the Conference & Event Grant proposal for WikiConference India 2020 has been submitted to the Wikimedia Foundation. This is to notify community members that for the last two weeks we have opened the proposal for community review, according to the timeline, post notifying on Indian Wikimedia community mailing list. After receiving feedback from several community members, certain aspects of the proposal and the budget have been changed. However, community members can still continue engage on the talk page, for any suggestions/questions/comments. After going through the proposal + FAQs, if you feel contented, please endorse the proposal at WikiConference_India_2020#Endorsements, along with a rationale for endorsing this project. MediaWiki message delivery (ମୋ ଆଲୋଚନା) ୨୩:୫୧, ୧୯ ଫେବୃଆରୀ ୨୦୨୦ (IST)[reply]

This Month in Education: February 2020[ସମ୍ପାଦନା]

This Month in Education

Volume 9 • Issue 1 • February 2020


ContentsHeadlinesSubscribe
In This Issue

This Month in Education: March 2020[ସମ୍ପାଦନା]

This Month in Education

Volume 9 • Issue 3 • March 2020


ContentsHeadlinesSubscribe


In This Issue

This Month in Education: April 2020[ସମ୍ପାଦନା]

This Month in Education

Volume 9 • Issue 4 • April 2020


ContentsHeadlinesSubscribe


In This Issue

This Month in Education: May 2020[ସମ୍ପାଦନା]

This Month in Education

Volume 9 • Issue 5 • May 2020


ContentsHeadlinesSubscribe


In This Issuse

This Month in Education: June 2020[ସମ୍ପାଦନା]

This Month in Education

Volume 9 • Issue 6 • June 2020


ContentsHeadlinesSubscribe


In This Issuse

This Month in Education: July 2020[ସମ୍ପାଦନା]

This Month in Education

Volume 9 • Issue 7 • July 2020


ContentsHeadlinesSubscribe


In This Issuse

This Month in Education: August 2020[ସମ୍ପାଦନା]

This Month in Education

Volume 9 • Issue 8 • August 2020


ContentsHeadlinesSubscribe


In This Issuse

This Month in Education: September 2020[ସମ୍ପାଦନା]

This Month in Education

Volume 9 • Issue 9 • September 2020


ContentsHeadlinesSubscribe


In This Issuse

This Month in Education: October 2020[ସମ୍ପାଦନା]

This Month in Education

Volume 9 • Issue 10 • October 2020


ContentsHeadlinesSubscribe


In This Issuse

This Month in Education: October 2020[ସମ୍ପାଦନା]

This Month in Education

Volume 9 • Issue 10 • October 2020


ContentsHeadlinesSubscribe


In This Issuse

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

This Month in Education: November 2020[ସମ୍ପାଦନା]

This Month in Education

Volume 9 • Issue 11 • November 2020


ContentsHeadlinesSubscribe


In This Issuse

This Month in Education: January 2021[ସମ୍ପାଦନା]

This Month in Education

Volume 10 • Issue 1 • January 2021


ContentsHeadlinesSubscribe
In This Issuse

This Month in Education: January 2021[ସମ୍ପାଦନା]

This Month in Education

Volume 10 • Issue 1 • January 2021


ContentsHeadlinesSubscribe


In This Issuse

This Month in Education: February 2021[ସମ୍ପାଦନା]

This Month in Education

Volume 10 • Issue 2 • February 2021


ContentsHeadlinesSubscribe
In This Issuse

This Month in Education: March 2021[ସମ୍ପାଦନା]

This Month in Education

Volume 10 • Issue 3 • March 2021


ContentsHeadlinesSubscribe


In This Issuse

This Month in Education: April 2021[ସମ୍ପାଦନା]

This Month in Education

Volume 10 • Issue 4 • April 2021


ContentsHeadlinesSubscribe


In This Issuse

This Month in Education: May 2021[ସମ୍ପାଦନା]

This Month in Education

Volume 10 • Issue 5 • May 2021


ContentsHeadlinesSubscribe


In This Issue

This Month in Education: June 2021[ସମ୍ପାଦନା]

This Month in Education

Volume 10 • Issue 6 • June 2021


ContentsHeadlinesSubscribe


In This Issue

[Wikimedia Foundation elections 2021] Candidates meet with South Asia + ESEAP communities[ସମ୍ପାଦନା]

Hello,

As you may already know, the 2021 Wikimedia Foundation Board of Trustees elections are from 4 August 2021 to 17 August 2021. Members of the Wikimedia community have the opportunity to elect four candidates to a three-year term. After a three-week-long Call for Candidates, there are 20 candidates for the 2021 election.

An event for community members to know and interact with the candidates is being organized. During the event, the candidates will briefly introduce themselves and then answer questions from community members. The event details are as follows:

  • Bangladesh: 4:30 pm to 7:00 pm
  • India & Sri Lanka: 4:00 pm to 6:30 pm
  • Nepal: 4:15 pm to 6:45 pm
  • Pakistan & Maldives: 3:30 pm to 6:00 pm
  • Live interpretation is being provided in Hindi.
  • Please register using this form

For more details, please visit the event page at Wikimedia Foundation elections/2021/Meetings/South Asia + ESEAP.

Hope that you are able to join us, KCVelaga (WMF), ୧୨:୦୪, ୨୩ ଜୁଲାଇ ୨୦୨୧ (IST)[reply]

This Month in Education: July 2021[ସମ୍ପାଦନା]

This Month in Education

Volume 10 • Issue 7 • July 2021


ContentsHeadlinesSubscribe


In This Issue

This Month in Education: August 2021[ସମ୍ପାଦନା]

This Month in Education

Volume 10 • Issue 8 • August 2021


ContentsHeadlinesSubscribe


In This Issue

This Month in Education: September 2021[ସମ୍ପାଦନା]

This Month in Education

Volume 10 • Issue 9 • September 2021


ContentsHeadlinesSubscribe


In This Issue

This Month in Education: October 2021[ସମ୍ପାଦନା]

This Month in Education

Volume 10 • Issue 10 • October 2021


ContentsHeadlinesSubscribe


In This Issue

This Month in Education: November 2021[ସମ୍ପାଦନା]

This Month in Education

Volume 10 • Issue 11 • November 2021


ContentsHeadlinesSubscribe


In This Issue

This Month in Education: January 2022[ସମ୍ପାଦନା]

This Month in Education: January 2022[ସମ୍ପାଦନା]

This Month in Education: February 2022[ସମ୍ପାଦନା]

This Month in Education: March 2022[ସମ୍ପାଦନା]

This Month in Education: April 2022[ସମ୍ପାଦନା]

This Month in Education: May 2022[ସମ୍ପାଦନା]

This Month in Education: May 2022[ସମ୍ପାଦନା]

This Month in Education: June 2022[ସମ୍ପାଦନା]

ଓଡ଼ିଶାରେ ଜନ୍ମିତ ବ୍ୟକ୍ତି ପୃଷ୍ଠା ଲିଭାଇବା ପ୍ରସ୍ତାବ[ସମ୍ପାଦନା]

@Chinmayee Mishra

ଓଡ଼ିଶାରେ ଜନ୍ମିତ ବ୍ୟକ୍ତି ପୃଷ୍ଠାଟି ବିଲୋପ କରିବାକୁ ମନୋନୀତ କରାଯାଇଛି । ଯଦି ଏଥିରେ ଆପଣ କାମ କରୁଛନ୍ତି ତେବେ କାମ ଚାଲିଛି... କିମ୍ବା ତିଆରି ଚାଲିଛି ଛାଞ୍ଚ ପକାଇ ଲେଖନ୍ତୁ ନଚେତ ଏହାକୁ ବିଲୋପ କରିଦିଆଯିବ । ଧନ୍ୟବାଦ ।

- ସୌମେନ୍ଦ୍ର (ମୋ ଆଲୋଚନା) ୨୩:୦୮, ୨୨ ଅଗଷ୍ଟ ୨୦୨୨ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)