ଲାଇନ୍

ଉଇକିପିଡ଼ିଆ‌ରୁ
LINE
ଫାଇଲ:Line (application) logo.svg
Screenshot
ଡେଭେଲପରLine Corporation
ପ୍ରଥମ ରିଲିଜ୍ମାର୍ଚ୍ଚ 2011; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (2011-୦୩)
Operating systemiOS, Android, Windows Phone, BlackBerry, Microsoft Windows, Mac OS X, Nokia Asha series, Firefox OS, ChromeOS, and Chrome Browser App.
ଉପଲବ୍ଧ ଭାଷାEnglish, Japanese, Korean, Russian, Chinese, Hindi, Indonesian, Malay, Thai, Turkish, Vietnamese, French, Spanish, Portuguese, Italian
ପ୍ରକାରInstant messaging client
LicenceProprietary
ୱେବସାଇଟOfficial Website

[୧]

ଲାଇନ୍ ଏକ ନିଜସ୍ୱ ଆପ୍ଲିକେସନ ଯାହା ତତ୍-କ୍ଷଣାତ୍ ସଯୋଂଗ କରେ ଓ ସ୍ମାର୍ଟଫୋନ୍ ,ଟାବଲେଟ,କମ୍ପ୍ୟୁଟର ପାଇଁ ବ୍ୟବହାର ହେଉଛି । ଲାଇନ୍ ବ୍ୟବହାରକାରୀମାନଙ୍କ ମଧ୍ୟରେ ବାର୍ତ୍ତା, ଛବି, ଭିଡିଓ ଓ video conferences ମଧ୍ୟରେ ଭାବର ଆଦାନ ଓ ପ୍ରଦାନ ହୁଏ । ଲାଇନ୍ ୧୫ ଜଣ NHN Japanର ଲୋକ Korean Internet search giant Naver ଗୋଟେ କମ୍ପାନୀ ଯାହାକୁ କୋରିଅନ୍,ଜାପାନୀଜ,ଚାଇନୀଜ,ଆମେରିକାନ୍ ମିଶି ତିଆରି କରିଥିଲେ । ଲାଇନ୍ କମ୍ପୁନୀକେସନ୍ ପାଇଁ ପ୍ରଥମେ ବୁଦ୍ଦି ଦେଇଥିଲେ NHN Japanର Lee Hae Jin ଯିଏକି Chief Strategy Officer, NHNର ଓ ଏବେକାର ନାମ ହେଲା Naver Corporation ।

ଇତିହାସ[ସମ୍ପାଦନା]

ଲାଇନ୍ ପ୍ରଥମ କରି ଜାପାନରେ ଆରମ୍ଭ ହୋଇଥିଲା କାରଣ ମାର୍ଚ୍ଚ ୨୦୧୧ରେ ଜାପାନରେ Tōhoku earthquake ନାମକ ଏକ ଭୁମିକମ୍ପା ହୋଇଥିଲା । ଯାହାଦ୍ୱାରା ସମ୍ପର୍କ ସ୍ଥାପନ କରିବା ବନ୍ଦ ହୋଇଯାଇଥିଲା । କୋରିଆ ପ୍ରଥମ କରି NHN Corpର ଇଞ୍ଜିନିୟର ଜନସାଧାରଣଙ୍କ ପାଇଁ ଲାଇନ୍ ପ୍ରସ୍ତୁତ କରିଥିଲେ । ଜୁନରେ ଆରମ୍ଭ କରାଯାଇ ଥିଲେ ମଧ୍ୟ ଅକ୍ଟୋବର ମାସ ସୁଧା ଏହା ବହୁତ ଲୋକ ପ୍ରିୟ ହୋଇ ଯାଇଥିଲା । ଲାଇନ୍ ସେବା ଆରମ୍ଭର ୧୮ ମାସ ମଧ୍ୟରେ 100 million ଉପଭକ୍ତା ବ୍ୟବହାର କରୁଥିଲେ ତା ପର ୬ ମାସ ମଧ୍ୟ 200 million ଉପଭକ୍ତା ବଢ଼ିଥିଲେ । ନଭେମ୍ବର ୨୫,୨୦୧୩ ବେଳକୁ 300 million ଉପଭକ୍ତା ବଢ଼ିଥିଲେ ।

ଉପାଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://thenextweb.com/asia/2013/02/06/nhn-japan-spins-off-its-line-messaging-business-to-focus-on-its-international-expansion/