ଆଲୋଚନା:ଢଗ ଢମାଳି

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପ୍ରସଙ୍ଗର ପୁନର୍ଲିଖନ[ସମ୍ପାଦନା]

@Hpsatapathy:, @Aditya Mahar:@Nistha.aslp:, ଆପଣମାନେ ଏ ପ୍ରସଙ୍ଗ ଲେଖିବାରେ ସହଯୋଗ କରିଥିବାରୁ ଆପଣଙ୍କୁ ବିଶେଷ ଭାବେ ଅନୁରୋଧ କରିବାକୁ ଚାହୁଁଛି । ଏହି ପ୍ରସଙ୍ଗର ଲିଖନ ଉଇକିପିଡ଼ିଆର ଲିଖନ ଭଳି ନୁହେଁ, ଏହା ଉଇକିକଥା ପ୍ରକଳ୍ପର ଅନ୍ତର୍ଭୁକ୍ତ ଓ "ଢଗ ଢମାଳି" ପ୍ରସଙ୍ଗରେ ପ୍ରକୃତ ଢଗଢମାଳି ନ ରହି କେବଳ ସେଗୁଡ଼ିକ ବାବଦରେ ବିଶଦ ବିବରଣୀ ଓ ପ୍ରକାରଭେଦ ତଥା ସେମାନେ ପ୍ରକାଶ କରୁଥିବା ଭାବ ଆଦି ରହିବ । ଏଣୁ ତଳ ବିଭାଗଗୁଡ଼ିକ ଆଉଥରେ ଜ୍ଞାନକୋଷଭିତ୍ତିକ କରି ଲେଖିବା ପାଇଁ ଅନୁରୋଧ । ଢଗଢମାଳିର ସଂଖ୍ୟା ଖୁବ ଅଧିକ ଥିବାରୁ ପ୍ରକାର ଭେଦ ବିଭାଗରେ କେବଳ ଗୋଟିଏ ଲେଖାଏ ଉଦାହରଣ ଦେଲେ ଯଥେଷ୍ଟ । --ସୁଭାସିସ ପାଣିଗାହି (ଆଳାପ) ୦୯:୧୩, ୯ ନଭେମ୍ବର ୨୦୧୫ (UTC)