ମଙ୍ଗୁ ମଠ

ଉଇକିପିଡ଼ିଆ‌ରୁ

ମଙ୍ଗୁ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଏମାର ମଠ ପାର୍ଶ୍ୱରେ ଅବସ୍ଥିତ ଏହି ମଠ ଗୁରୁ ନାନକଙ୍କ ସ୍ମୃତି ସହ ଜଡ଼ିତ ।

ସେବାରେ ଯୋଗଦାନ[ସମ୍ପାଦନା]

ଏହି ମଠ ପ୍ରତିବର୍ଷ ମହାନବମୀ ରାତ୍ରୀରେ ଦେବୀ ବିମଳାଙ୍କ ନିକଟରେ ବଳି ଚଢ଼ାଇଥାନ୍ତି । [୧]

ଆଧାର[ସମ୍ପାଦନା]

  1. "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.

ଅଧିକ ପଠନ[ସମ୍ପାଦନା]