ସେନ୍ଧୱା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sendhwa
सेंधवा
Sendhawa
Country India
StateMadhya Pradesh
DistrictBarwani
Government
 • Bodynagar palika (municipality)
Area
 • ସମୁଦାୟ18 km2 (7 sq mi)
Elevation
409 m (1,342 ft)
Population
 (2011)[୧]
 • Total୫୬,୪୮୫
 • Density3,100/km2 (8,100/sq mi)
Languages
 • OfficialHindi
Time zoneUTC+5:30 (IST)
PIN
451666
Telephone code07281
ଯାନବାହାନ ପଞ୍ଚୀକରଣMP 46
Sex ratio926 per 1000 males /


ସେନ୍ଧୱା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ବର୍ୱନି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସେନ୍ଧୱା ୨୧.୬୮୫୯ ଉତ୍ତର ଅକ୍ଷାଂଶ ଓ ୭୫.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେନ୍ଧୱା ସହରର ମୋଟ ଜନସଂଖ୍ୟା ୪୮୯୪୧ ଅଟେ ।[୩] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ସେନ୍ଧୱାର ସାକ୍ଷରତା ହାର ୬୨.୫୩% ଅଟେ । ଏହା ଜାତୀୟ ହାରଠାରୁ ୨.୩୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୦୯% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୭.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସେନ୍ଧୱାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Census-2011-handbook ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]