ଶ୍ରୀ ମାଧୋପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sri Madhopur
town
ଦେଶ India
ରାଜ୍ୟRajasthan
ଜିଲ୍ଲାSikar
Population
 (2001)
 • Total୨୮,୪୮୦
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
332715

ଶ୍ରୀ ମାଧୋପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶ୍ରୀ ମାଧୋପୁର ୨୭.୪୬୬୦ ଉତ୍ତର ଅକ୍ଷାଂଶ ଓ ୭୫.୫୯୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶ୍ରୀ ମାଧୋପୁର ସହରର ମୋଟ ଜନସଂଖ୍ୟା ୨୮୪୮୦ ଅଟେ ।[୨] ସେଥି ମଧ୍ୟରୁ ୫୨.୬୮% ଜଣ ପରୁଷ ହୋଇଥିବା ବେଳେ ୪୭.୩୨% ଜଣ ନାରୀ ଅଟନ୍ତି । ଶ୍ରୀ ମାଧୋପୁରର ସାକ୍ଷରତା ହାର ୬୬.୧୬% ଅଟେ । ଏହା ଜାତୀୟ ହାରଠାରୁ ୧.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୪% ପ୍ରତିଶତ ପୁରୁଷ ଓ ୨୫.୮୧% ନାରୀ ଅଟନ୍ତି । ୧୫.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଶ୍ରୀ ମାଧୋପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]