ରଫିଗଞ୍ଜ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Rafiganj
city
ଦେଶ India
ରାଜ୍ୟBihar
ଜିଲ୍ଲାAurangabad
Named forMD Rafi
Government
 • BodyMla
Elevation
89 m (292 ft)
Population
 (2011)[୧]
 • Total୩୫,୫୩୬
Time zoneUTC+5:30 (IST)
<!-- PIN -->
824125

ରଫିଗଞ୍ଜ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ଆଉରଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରଫିଗଞ୍ଜ ୨୪.୮୧୭୦ ଉତ୍ତର ଅକ୍ଷାଂଶ ଓ ୮୪.୬୩୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୫ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରଫିଗଞ୍ଜ ସହରର ମୋଟ ଜନସଂଖ୍ୟା ୨୩୮୮୯ ଅଟେ ।[୩] ସେଥି ମଧ୍ୟରୁ ୫୨.୪୬% ଜଣ ପରୁଷ ହୋଇଥିବା ବେଳେ ୪୭.୫୪% ଜଣ ନାରୀ ଅଟନ୍ତି । ରଫିଗଞ୍ଜର ସାକ୍ଷରତା ହାର ୪୮.୫୯% ଅଟେ । ଏହା ଜାତୀୟ ହାରଠାରୁ ୧୬.୨୫% ପ୍ରତିଶତ କମ ଅଟେ । ସେଥିରୁ ୨୮.୯୫% ପ୍ରତିଶତ ପୁରୁଷ ଓ ୧୯.୬୪% ନାରୀ ଅଟନ୍ତି । ୧୮.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ରଫିଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]