ରାଧନପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Radhanpur
રાધનપુર
city
ଦେଶ India
ରାଜ୍ୟGujarat
ଜିଲ୍ଲାPatan
Elevation
27 m (89 ft)
Population
 (2001)
 • Total୩୨,୦୭୬
ଭାଷା
 • ସରକାରୀGujarati, Hindi
Time zoneUTC+5:30 (IST)

ରାଧନପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ପତନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଧନପୁର ୨୩.୮୩୨୪ ଉତ୍ତର ଅକ୍ଷାଂଶ ଓ ୭୧.୬୦୪୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୮ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଧନପୁର ସହରର ମୋଟ ଜନସଂଖ୍ୟା ୩୨୦୭୬ ଅଟେ ।[୨] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ରାଧନପୁରର ସାକ୍ଷରତା ହାର ୫୭.୮୮% ଅଟେ । ଏହା ଜାତୀୟ ହାରଠାରୁ ୬.୯୬% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୫% ପ୍ରତିଶତ ପୁରୁଷ ଓ ୨୨.୬୨% ନାରୀ ଅଟନ୍ତି । ୧୫.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ରାଧନପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]