ପାନ୍ଧୁର୍ନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pandhurna
city
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାChhindwara
Elevation
474 m (1,555 ft)
Population
 (2001)
 • Total୪୦,୯୦୬
ଭାଷା
 • ସରକାରୀHindi
Time zoneUTC+5:30 (IST)

ପାନ୍ଧୁର୍ନା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଛିନ୍ଦ୍ୱର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାନ୍ଧୁର୍ନା ୨୧.୫୯୩୦ ଉତ୍ତର ଅକ୍ଷାଂଶ ଓ ୭୮.୫୨୮୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାନ୍ଧୁର୍ନା ସହରର ମୋଟ ଜନସଂଖ୍ୟା ୪୦୯୦୬ ଅଟେ ।[୨] ସେଥି ମଧ୍ୟରୁ ୫୧.୯୮% ଜଣ ପରୁଷ ହୋଇଥିବା ବେଳେ ୪୮.୦୨% ଜଣ ନାରୀ ଅଟନ୍ତି । ପାନ୍ଧୁର୍ନାର ସାକ୍ଷରତା ହାର ୭୨.୧୯% ଅଟେ । ଏହା ଜାତୀୟ ହାରଠାରୁ ୭.୩୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୧% ପ୍ରତିଶତ ପୁରୁଷ ଓ ୩୧.୬୮% ନାରୀ ଅଟନ୍ତି । ୧୨.୪୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପାନ୍ଧୁର୍ନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]