ପଲାଇ କାଲାନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Palia Kalan
manish singh (singh cloth house )
city
ଦେଶ India
ଜିଲ୍ଲାLakhimpur Kheri
Population
 (2001)
 • Total୩୫,୦୦୦
ଭାଷା
Time zoneUTC+5:30 (IST)

ପଲାଇ କାଲାନ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଖେରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପଲାଇ କାଲାନ ୨୮.୪୩୨୧ ଉତ୍ତର ଅକ୍ଷାଂଶ ଓ ୮୦.୫୮୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଲାଇ କାଲାନ ସହରର ମୋଟ ଜନସଂଖ୍ୟା ୩୫୦୦୦ ଅଟେ ।[୨] ସେଥି ମଧ୍ୟରୁ ୫୩.୩୮% ଜଣ ପରୁଷ ହୋଇଥିବା ବେଳେ ୪୬.୬୨% ଜଣ ନାରୀ ଅଟନ୍ତି । ପଲାଇ କାଲାନର ସାକ୍ଷରତା ହାର ୫୩.୬୨% ଅଟେ । ଏହା ଜାତୀୟ ହାରଠାରୁ ୧୧.୨୨% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୬% ପ୍ରତିଶତ ପୁରୁଷ ଓ ୨୧.୩୬% ନାରୀ ଅଟନ୍ତି । ୧୬.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପଲାଇ କାଲାନର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]