ଲୋହାର୍‌ଡ଼ଗା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Lohardaga
लोहरदग्गा
Town
ଦେଶ India
ରାଜ୍ୟJharkhand
ଜିଲ୍ଲାLohardaga
Elevation
647 m (2,123 ft)
Population
 (2001)
 • Total୪୬,୨୦୪
ଭାଷା
 • ସରକାରୀHindi, Santali
Time zoneUTC+5:30 (IST)
PIN

ଲୋହାର୍‌ଡ଼ଗା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ଲୋହର୍ଦଗ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲୋହାର୍‌ଡ଼ଗା ୨୩.୪୩୩୧ ଉତ୍ତର ଅକ୍ଷାଂଶ ଓ ୮୪.୬୭୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୋହାର୍‌ଡ଼ଗା ସହରର ମୋଟ ଜନସଂଖ୍ୟା ୩୯୭୯୦ ଅଟେ ।[୨] ସେଥି ମଧ୍ୟରୁ ୫୧.୮୩% ଜଣ ପରୁଷ ହୋଇଥିବା ବେଳେ ୪୮.୧୭% ଜଣ ନାରୀ ଅଟନ୍ତି । ଲୋହାର୍‌ଡ଼ଗାର ସାକ୍ଷରତା ହାର ୭୪.୭୮% ଅଟେ । ଏହା ଜାତୀୟ ହାରଠାରୁ ୯.୯୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୨୭% ପ୍ରତିଶତ ପୁରୁଷ ଓ ୩୩.୫୧% ନାରୀ ଅଟନ୍ତି । ୧୪.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ଲୋହାର୍‌ଡ଼ଗାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]