କେଶୋଦ୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Junagadh
city
Country India
StateGujarat
DistrictJunagadh
Elevation
42 m (138 ft)
Population
 (2011)
 • Total୧,୫୬,୦୦୦
Languages
 • OfficialGujarati, Hindi
Time zoneUTC+5:30 (IST)
PIN
362220
Telephone code02871
ଯାନବାହାନ ପଞ୍ଚୀକରଣGJ11


କେଶୋଦ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ଜୁନଗଧ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

କେଶୋଦ୍ ୨୧.୩୦୩୩ ଉତ୍ତର ଅକ୍ଷାଂଶ ଓ ୭୦.୨୪୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେଶୋଦ୍ ସହରର ମୋଟ ଜନସଂଖ୍ୟା ୬୩୨୫୩ ଅଟେ ।[୨] ସେଥି ମଧ୍ୟରୁ ୫୧.୭୪% ଜଣ ପରୁଷ ହୋଇଥିବା ବେଳେ ୪୮.୨୬% ଜଣ ନାରୀ ଅଟନ୍ତି । କେଶୋଦ୍ର ସାକ୍ଷରତା ହାର ୭୨.୧୦% ଅଟେ । ଏହା ଜାତୀୟ ହାରଠାରୁ -୭.୨୬% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୬% ପ୍ରତିଶତ ପୁରୁଷ ଓ ୩୧.୯୪% ନାରୀ ଅଟନ୍ତି । ୧୨.୦୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ କେଶୋଦ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]