ପେରିୟାକୁଲମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Periyakulam
Town
A busy road junction, Periyakulam
A busy road junction, Periyakulam
ଦେଶ India
ରାଜ୍ୟTamil Nadu
ଜିଲ୍ଲାTheni
Government
 • TypeSecond Grade Municipality
 • BodyPeriyakulam Municipality
Elevation
356 m (1,168 ft)
Population
 (2011)[୧]
 • Total୪୨,୯୭୬
ଭାଷା
 • ସରକାରୀTamil
Time zoneUTC+5:30 (IST)

ପେରିୟାକୁଲମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ଥେନି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପେରିୟାକୁଲମ ୧୦.୧୨୧୩ ଉତ୍ତର ଅକ୍ଷାଂଶ ଓ ୭୭.୫୪୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୦୨ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରିୟାକୁଲମ ସହରର ମୋଟ ଜନସଂଖ୍ୟା ୪୨୦୩୯ ଅଟେ ।[୩] ସେଥି ମଧ୍ୟରୁ ୫୦.୨୮% ଜଣ ପରୁଷ ହୋଇଥିବା ବେଳେ ୪୯.୭୨% ଜଣ ନାରୀ ଅଟନ୍ତି । ପେରିୟାକୁଲମର ସାକ୍ଷରତା ହାର ୭୫.୫୮% ଅଟେ । ଏହା ଜାତୀୟ ହାରଠାରୁ ୧୦.୭୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୨୮% ପ୍ରତିଶତ ପୁରୁଷ ଓ ୩୪.୩୧% ନାରୀ ଅଟନ୍ତି । ୧୦.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତାମିଲ ପେରିୟାକୁଲମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. World Gazetteer
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]