ମାନ୍ଦ୍ୟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mandya
ಮಂಡ್ಯ
City
PES College of Engineering, Mandya
PES College of Engineering, Mandya
ଦେଶIndia
ରାଜ୍ୟKarnataka
RegionBayaluseeme
ଜିଲ୍ଲାMandya
Government
 • Deputy CommissionerB.N Krishnaiah
Elevation
678 m (2,224 ft)
Population
 (2001)
 • Total୧,୩୧,୨୧୧
ଭାଷା
 • ସରକାରୀKannada
Time zoneUTC+5:30 (IST)
PIN
Websitewww.mandyacity.gov.in

ମାନ୍ଦ୍ୟ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ମନ୍ଦ୍yଅ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନ୍ଦ୍ୟ ୧୨.୫୨୧୪ ଉତ୍ତର ଅକ୍ଷାଂଶ ଓ ୭୬.୮୯୫୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନ୍ଦ୍ୟ ସହରର ମୋଟ ଜନସଂଖ୍ୟା ୮୫୧୦ ଅଟେ ।[୨] ସେଥି ମଧ୍ୟରୁ ୫୦.୮୭% ଜଣ ପରୁଷ ହୋଇଥିବା ବେଳେ ୪୯.୧୩% ଜଣ ନାରୀ ଅଟନ୍ତି । ମାନ୍ଦ୍ୟର ସାକ୍ଷରତା ହାର ୬୬.୯୩% ଅଟେ । ଏହା ଜାତୀୟ ହାରଠାରୁ ୨.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୮% ପ୍ରତିଶତ ପୁରୁଷ ଓ ୨୯.୫୫% ନାରୀ ଅଟନ୍ତି । ୧୧.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ମାନ୍ଦ୍ୟର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Mandya
Climate chart (explanation)
JFMAMJJASOND
 
 
2.9
 
29
15
 
 
3.9
 
32
17
 
 
14
 
34
19
 
 
44
 
35
21
 
 
88
 
34
21
 
 
31
 
31
20
 
 
46
 
29
20
 
 
75
 
29
20
 
 
151
 
30
20
 
 
153
 
30
20
 
 
51
 
29
18
 
 
14
 
28
16
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ମାନ୍ଦ୍ୟରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୮.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୬୯୦.୨ mm/inches ହୋଇଥାଏ ।

Climate data for Mandya, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 29.4
(84.9)
31.9
(89.4)
34.3
(93.7)
35.2
(95.4)
34.1
(93.4)
30.7
(87.3)
29.4
(84.9)
28.9
(84)
30.1
(86.2)
29.6
(85.3)
29.0
(84.2)
28.3
(82.9)
30.9
(87.6)
ହାରାହାରି ସର୍ବନିମ୍ନ °C (°F) 15.1
(59.2)
16.9
(62.4)
18.9
(66)
21.2
(70.2)
21.0
(69.8)
20.2
(68.4)
20.0
(68)
19.6
(67.3)
19.5
(67.1)
19.6
(67.3)
18.2
(64.8)
16.0
(60.8)
18.9
(66)
Average rainfall mm (inches) 2.9
(0.114)
3.9
(0.154)
13.6
(0.535)
43.6
(1.717)
87.7
(3.453)
50.3
(1.98)
46.3
(1.823)
74.6
(2.937)
150.7
(5.933)
152.5
(6.004)
50.7
(1.996)
13.5
(0.531)
690.2
(27.173)
ହାରାହାରି ମେଘାତ୍ସନ ଦିବସ 0.2 0.2 0.8 3.3 5.4 3.4 4.4 5.1 7.3 7.7 3.6 1.0 42.4
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0

ହାରାହାରି କୁହୁଡ଼ି ଘେରା ଦିବସ 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0
Source: India Meteorological Department (temperatures and precipitation)[୪][୫]

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Mandya". Worldweather.wmo.int. 5 October 2006. Retrieved 28 June 2015.
  4. "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]