ଗୋହାନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Gohana
गोहाना
City of Sweets
City
Country India
StateHaryana
DistrictSonipat
Government
 • TypeChairman
 • BodyNagar Parishad Gohana
Elevation
225 m (738 ft)
Population
 (2011)
 • Total୩,୦୦,୦୦୦
Languages
 • OfficialHindi ,Regional Haryanvi
Time zoneUTC+5:30 (IST)
PIN
131301
Telephone code91-01263
ଯାନବାହାନ ପଞ୍ଚୀକରଣHR 11


ଗୋହାନା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ସୋନିପତ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଗୋହାନା ୨୯.୧୩୭୮ ଉତ୍ତର ଅକ୍ଷାଂଶ ଓ ୭୬.୭୦୨୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋହାନା ସହରର ମୋଟ ଜନସଂଖ୍ୟା ୪୮୫୧୮ ଅଟେ ।[୨] ସେଥି ମଧ୍ୟରୁ ୫୩.୪୦% ଜଣ ପରୁଷ ହୋଇଥିବା ବେଳେ ୪୬.୬୦% ଜଣ ନାରୀ ଅଟନ୍ତି । ଗୋହାନାର ସାକ୍ଷରତା ହାର ୬୭.୪୪% ଅଟେ । ଏହା ଜାତୀୟ ହାରଠାରୁ -୨.୬୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୩୮% ପ୍ରତିଶତ ପୁରୁଷ ଓ ୨୮.୦୬% ନାରୀ ଅଟନ୍ତି । ୧୫.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଗୋହାନାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]