ଆନନ୍ଦପୁର ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆନନ୍ଦପୁର ମହାବିଦ୍ୟାଳୟ
ମହାବିଦ୍ୟାଳୟ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଳାକେନ୍ଦୁଝର
ବ୍ଲକଆନନ୍ଦପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୮୦୨୧
ଫୋନ+୦୬୭୬୬
Websitewww.anandapurcollege.org


ଆନନ୍ଦପୁର ମହାବିଦ୍ୟାଳୟ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଥିବା ଏକ ସରକାରୀ ମହାବିଦ୍ୟାଳୟ । ଏହା କେନ୍ଦୁଝରର ଆନନ୍ଦପୁର ସହରରେ ଅବସ୍ଥିତ । ୧୯୪୬ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୨୦୧୫ ବେଳକୁ ୪୫ ବର୍ଷ ଅତିକ୍ରମ କରିଥିଲା । ମହାବିଦ୍ୟାଳୟ ଆଜି ୨୦୦୦ରୁ ଅଧିକ ଶିକ୍ଷାର୍ଥୀ ଓ ୫୨ରୁ ଉର୍ଦ୍ଧ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗରେ ଚାଲିଛି । ଏଠାରେ ଉଭୟ +୨ ଓ ସ୍ନାତକ ରହିଛି । +୨ରେ କଳା, ବିଜ୍ଞାନବାଣିଜ୍ୟ ଥିବା ବେଳେ ସ୍ନାତକରେ କଳା, ବିଜ୍ଞାନ ଓ ବାଣିଜ୍ୟ ରହିଛି । ସ୍ନାତକରେ ପ୍ରମୁଖ ବିଷୟରେ ସମ୍ମାନ ଓ ପାସ ରହିଛି । ମହାବିଦ୍ୟାଳୟଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ । ଏଥିରେ ଏନସିସି ଓ ଏନଏସଏସ ରହିଛି ।

ସ୍ଥାପନା[ସମ୍ପାଦନା]

ଏହା ବିଭିନ୍ନ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ୧୯୬୪ ମସିହା ଜୁଲାଇ ମାସରେ ଆନନ୍ଦ ଭବନଠାରେ ସ୍ଥାପିତ ହୋଇଥିଲା । ଆରମ୍ଭରେ ୯୦ ଜଣ ଛାତ୍ର ଓ ୬ ଜଣ ଅଧ୍ୟାପକଙ୍କୁ ନେଇ ଏହା ଆରମ୍ଭ କରାଯାଇଥିଲା ।