ବିରେନ୍ ମିଶ୍ର

ଉଇକିପିଡ଼ିଆ‌ରୁ
ବିରେନ୍ ମିଶ୍ର
ବୃତ୍ତି(ଓଡ଼ିଆ) ଅଭିନେତା

ବିରେନ୍ ମିଶ୍ର ଓଲିଉଡ଼ର ଜଣେ ଖଳନାୟକ ଅଟନ୍ତି । ପୂର୍ବରୁ ବିରେନ ବିଶ୍ୱ ରଙ୍ଗ ମହଲାରେ ଏକ ବର୍ଷ ଅଭିନୟ କରିସାରି ଯାତ୍ରାରୁ ଗୋଟିଏ ବର୍ଷ ପାଇଁ ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ବିରତି ନେଇଥିଲେ । ସେ ଇଷ୍ଟର୍ଣ୍ଣ ଅପେରାରେ ମଧ୍ୟ କାମ କରିଛନ୍ତି ।[୧] ବିରେନ ପ୍ରଥମେ ମଞ୍ଚ ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରେ ଡ଼ବିଙ୍ଗ ଆଟିଷ୍ଟ ଭାବେ କାମ ଆରମ୍ଭ କରିଥିଲେ। ଦୂରଦର୍ଶନର ଧାରାବାହିକ "କହୁଥିଲେ ସରିବନି"ରେ ତାଙ୍କ ପର କାଷ୍ଠା ଦେଖିବାକୁ ମିଳି ଥିଲା । ଅନ୍ୟ ଏକ ସିରିଏଲ "ମା"ରେ ପ୍ରିୟତମ ସନ୍ଦିବିଗ୍ରହରେ ବିରେନଙ୍କୁ ଦେଖିବାକୁ ମିଳିଥିଲା। ଏହା ସହିତ ଇ ଟିଭି ପ୍ରସାରିତ ମେଗା ଧାରା ବାହିକ "ଭାଗ୍ୟ ବିଧାତା ,"ସମୟ ଚକରେ ସଂସାର ରଥ ",ତରଙ୍ଗ ଚ୍ୟାନେଲରେ ପ୍ରସାରିତ "ସ୍ୱାଭିମାନ"ରେ ବିରେନଙ୍କ ଖଳନାୟକ ଭୂମିକାକୁ ଦର୍ଶକ ବେସ ପସନ୍ଦ କରିଛନ୍ତି । ସେ ଫକୁ ଭାଇ ନାମରେ ପରିଚିତ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ଓଡ଼ିଆ କଥାଚିତ୍ର[ସମ୍ପାଦନା]

ହିନ୍ଦୀ କଥାଚିତ୍ର[ସମ୍ପାଦନା]

  • ଆଦିଭୂମି

ଅଭିନୀତ ଧାରାବାହିକ[ସମ୍ପାଦନା]

  • ମା (ଡିଡି ଓଡ଼ିଆ)
  • ରାଜକନ୍ୟା (ଇ ଟିଭି ଓଡ଼ିଆ)

ଆଧାର[ସମ୍ପାଦନା]

  1. "ଦାମୀ ଦାମୀ ପାର୍ଟି ସହ ଚାଲିଛି କଡ୍ଡା ଟକ୍କର | Kanak News". Kanak News. kanaknews.com. 30 January 2018. Archived from the original on 23 September 2020. Retrieved 23 September 2020.

ବାହାର ଆଧାର[ସମ୍ପାଦନା]