ଆଲୋଚନା:ବାଳକୃଷ୍ଣ ଦାଶ

Page contents not supported in other languages.
ଉଇକିପିଡ଼ିଆ‌ରୁ
(ଆଲୋଚନା:ବାଳକୃଷ୍ଣ ଦାସରୁ ଲେଉଟି ଆସିଛି)

ବାଳକୃଷ୍ଣ ଦାସ ବଦଳରେ ବାଳକୃଷ୍ଣ ଦାଶ ହେବାଟା ଠିକ ହେବ । ଜନ୍ମ ସ୍ଥାନ ବାବଦରେ ଦ୍ଵନ୍ଦ ରହିଛି । ପ୍ରମେୟ ୧୨/୧୧/୨୦୧୪ ପୃଷ୍ଠା ୧୬ରେ ପ୍ରକାଶିତ "ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମରଣେ" ଲେଖାରେ ଜନ୍ମସ୍ଥାନ ପୁରୀ ଜିଲ୍ଲାର ବସନ୍ତପେଡି ଲେଖାଯାଇଛି । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୧୫, ୧୨ ନଭେମ୍ବର ୨୦୧୪ (UTC)

ଆଦି ପଞ୍ଚସଖା ଓ ତା' ପରର ସବୁ ପଞ୍ଚସଖା ନିଜ ନାମ ନିଜ ରଚନାରେ 'ଦାସ' ଉଲ୍ଲେଖ କଲାବେଳେ ଆମେ ତା'କୁ କେମିତି ବଦଳାଇବା? --ସୁଭାସିସ ପାଣିଗାହି ଆଳାପ ୨୧:୨୮, ୧୨ ନଭେମ୍ବର ୨୦୧୪ (UTC)
ଆଲୋଚନାଟି ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । ମୋ ନଜରରେ ଦାଶ ଲେଖାଯିବା ଉଚିତ । ଗୋଟିଏ ସରକାରୀ ନଥିର ଲିଙ୍କ ଦେଖା ଯାଇପାରେ । http://103.92.47.154/wp-culture/wp-content/uploads/2020/01/30th-_Film_Award_2018.pdf --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୧୫, ୨୨ ମଇ ୨୦୨୦ (IST)[reply]