ଶ୍ରେଣୀ ଆଲୋଚନା:ଜୀବିତ ବ୍ୟକ୍ତି

Page contents not supported in other languages.
ଉଇକିପିଡ଼ିଆ‌ରୁ

ବ୍ୟାକରଣ ଅନୁସାରେ ଏହି ଶ୍ରେଣୀଟି ଜୀବନ୍ତ ମଣିଷ' ନ ହୋଇ "ଶ୍ରେଣୀ:ଜୀବିତ ବ୍ୟକ୍ତି" ହେବା ଉଚିତ । ଦୟାକରି ଭିନ୍ନ ମତ ଥିଲେ ଏଠାରେ ଦେବେ ନଚେତ ଏହି ଶ୍ରେଣୀକୁ ଲିଭାଇ ଏଥିଭୁକ୍ତ ସମସ୍ତ ପ୍ରସଙ୍ଗ ଶ୍ରେଣୀ:ଜୀବିତ ବ୍ୟକ୍ତି ତିଆରି କରି ସେଥିଭୁକ୍ତ କରିବେ । ସାଧୁବାଦ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୦୫, ୧୫ ଅପ୍ରେଲ ୨୦୧୪ (UTC)

 Done । ଭିନ୍ନ ମତ ଆସିନଥିବାରୁ ନୂଆ ଶ୍ରେଣୀ ତିଆରି କରାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୭, ୨୧ ଅପ୍ରେଲ ୨୦୧୪ (UTC)