୧୭ ଅପ୍ରେଲ
ଦେଖଣା
<< | ଅପ୍ରେଲ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ||||
୨୦୨୪ |
April 17 in recent years |
୨୦୨୪ (ବୁଧବାର) |
୨୦୨୩ (ସୋମବାର) |
୨୦୨୨ (ରବିବାର) |
୨୦୨୧ (ଶନିବାର) |
୨୦୨୦ (ଶୁକ୍ରବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ରବିବାର) |
୨୦୧୫ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଅପ୍ରେଲ ବର୍ଷର ୧୦୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୦୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୫୮ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୯୭୭ – ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନୀତ ସାହିତ୍ୟିକ
ମୃତ୍ୟୁ
[ସମ୍ପାଦନା]- ୧୯୦୮ – ରାଧାନାଥ ରାୟ, ରାୟ ବାହାଦୁର ଉପାଧି ପ୍ରାପ୍ତ କବି (ଜନ୍ମ: ୨୮ ସେପ୍ଟେମ୍ବର ୧୮୪୮)
- ୧୯୯୭ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ : ୫ ମାର୍ଚ୍ଚ ୧୯୧୬)
- ୨୦୧୨ – ନିତ୍ୟାନନ୍ଦ ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ସାହିତ୍ୟିକ, ରାଜନୀତିଜ୍ଞ (ଜନ୍ମ: ୧୭ ଜୁଲାଇ ୧୯୧୨)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୭ ଅପ୍ରେଲ
ବାବଦରେ ମାଧ୍ୟମ ରହିଛି ।