ବ୍ୟବହାରକାରୀଙ୍କ ଆଲୋଚନା:Rajarajeswar

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Rajarajeswar, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୦୯:୧୫, ୨୮ ଫେବୃଆରୀ ୨୦୧୪ (UTC)

ଇଂରାଜୀ ଭାଷାର ଲେଖା[ସମ୍ପାଦନା]

ଆଦରର ରାଜେଶ୍ଵର ଭାଇ,

ଆପଣଙ୍କ ନୂଆ ଲେଖା ପାଇଁ ଧନ୍ୟବାଦ । କିନ୍ତୁ ଗୋଟିଏ ଛୋଟିଆ ତ୍ରୁଟି ରହିଯାଇଛି । ଏହା ଓଡ଼ିଆ ଉଇକିପିଡିଆ, ଏଥିରେ କେବଳ ଓଡ଼ିଆ ଭାଷାର ପ୍ରସଙ୍ଗ ଲେଖାଯାଇଥାଏ । ଆପଣ ଲେଖିଥିବା ଏହି ସୁନ୍ଦର ପ୍ରସଙ୍ଗ ଟିକୁ ଓଡ଼ିଆ ରେ ଅନୁବାଦ କରିପାରିବେ କି ? ଓଡ଼ିଆରେ ଲେଖା ଲେଖି କରିବା ପାଇଁ ଆବଶ୍ୟକୀୟ ସାହାଯ୍ୟ ଆପଣ ଏହି ଲିଙ୍କରୁ ପାଇଁ ଯିବେ ।--ଶିତିକଣ୍ଠ (ଆଲୋଚନା) ୦୯:୧୮, ୨୮ ଫେବୃଆରୀ ୨୦୧୪ (UTC)