ବ୍ୟବହାରକାରୀଙ୍କ ଆଲୋଚନା:Swaraj1999

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Swaraj1999,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୫୮, ୧୧ ଜୁଲାଇ ୨୦୧୩ (UTC)

ପ୍ରଥମ ଲେଖା ପାଇଁ କିଛି ଗୁପଚୁପ![ସମ୍ପାଦନା]

ସ୍ୱରାଜ ଭାଇ, ପ୍ରଥମ ଲେଖା କମ୍ପ୍ୟୁଟର ଗେମ ଖେଳି ଟିକେ ଥକି ଯାଇଥିବ, ତେଣୁ ଟିକେ ଖଟାପାଣି ସ‌ହ ଗୁପଚୁପ ହେଇଯାଉ । ଆଉ ଜଣେ ଭାଇ ମୃତ୍ୟୁଞ୍ଜୟ କର ତମ ଲେଖାରେ ଟିକେ ବଦଳ କରିଛନ୍ତି, ଏମିତି ହାତ ମିଳାଇ ସାଥି ହୋଇ ଲେଖିବାରେ ତ ମଜା ଉଇକିପିଡ଼ିଆରେ । ଆଶା ଆଗକୁ ଆହୁରି ଅଧିକ ଲେଖି ପ୍ରସଙ୍ଗଟି ପୂର୍ଣ୍ଣାଙ୍ଗ କରିବ । ଆଉ ଅସୁବିଧା ହେଲେ ‌‌ଚାଟସଭା କୁ ଯାଇ ପ୍ରଶ୍ନ ପଚାରିବ! ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୪୦, ୧୪ ଜୁଲାଇ ୨୦୧୩ (UTC)