କୁଶୁପଙ୍ଗା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୁଶୁପଙ୍ଗା
ଗ୍ରାମ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ ଜିଲ୍ଲା
Population
 • Total୨୫୦୦
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୯୧୨୧

କୁଶୁପଙ୍ଗା ଗ୍ରାମଟି ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳିଠାରୁ ୧୦ କି.ମି ଦୁରରେ ଅବସ୍ଥିତ । ଏହି ଗ୍ରାମରେ ୨୫୦୦ ଲୋକ ବାସ କରନ୍ତି । ଏହା ବ୍ରାହ୍ମଣି ନଦୀ କୁଳରେ ଅବସ୍ଥିତ । ଏଠାରେ ୬ରୁ ୭ ଜାତିର ଲୋକ ବସବାସ କରନ୍ତି ।

ଜୀବିକା[ସମ୍ପାଦନା]

ଗ୍ରାମବାସୀମାନେ ସାଧାରଣତଃ ଚାଷ ଏବଂ ଗ୍ରାମ ନିକଟସ୍ଥ କମ୍ପାନୀ ଯଥା: ଭୂଷଣ, BRG, GMR, ନାଲାକୋ ଇତ୍ୟାଦି ଉପରେ ନିର୍ଭର କରି ଚଳନ୍ତି । କେତେକ ଲୋକ ମାଛ ଚାଷ ଉପରେ ନିର୍ଭର କରିଥାନ୍ତି ଆଉ କିଛି ଲୋକ ପନିପରିବା ବେପାର କରିଥାନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]