ନିମିକି

ଉଇକିପିଡ଼ିଆ‌ରୁ
ନିମିକି
ଗରମ କଫି ସାଙ୍ଗରେ ନିମିକି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମ‌ଇଦା, କଳା ଜିରା

ନିମିକି ଏକ ଭାରତୀୟ ଖାଦ୍ୟ ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଲୁଣିଆ ଓ ତିନି/ଚାରିକୋଣିଆ ହୋଇଥାଏ । ଏହା ଚାହା ବା କଫି ସହିତ ଖିଆଯାଇଥାଏ । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ମ‌ଇଦା, କଳା ଜିରା ଓ ଲୁଣ ଆଦିକୁ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ମଝିରୁ କାଟି ପୁଣି ପରସ୍ତ ପରସ୍ତ କରି ବେଲାଯାଇ ତିନିକୋଣିଆ ବା ଚାରିକୋଣିଆ ଆକାରର ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]