ବିଜୟ କେତନ ମିଶ୍ର

ଉଇକିପିଡ଼ିଆ‌ରୁ
ବିଜୟ କେତନ ମିଶ୍ର
Known forକଥାଚିତ୍ର ନିର୍ଦ୍ଦେଶକ

ବିଜୟ କେତନ ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ।[୧] ତାଙ୍କ ନିର୍ଦ୍ଦେଷିତ ସିନେମା "ଅହଲ୍ୟା"[୨] ୩୦ତମ ଭାରତୀୟ ଫିଲ୍ମ୍ ଫେଷ୍ଟିଭାଲରେ ଦୃଷ୍ଟି ଆକର୍ଷଣ କରିଥିଲା । ୧୯୫୯ରେ କଟକଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ପଲିଟିକାଲ୍ ଆଣ୍ଡ ବିଜନେସ୍ ଡେଲି ସମ୍ବାଦପତ୍ରର ଓଡ଼ିଶା ସଂସ୍କରଣର ସମ୍ପାଦକ ଅଛନ୍ତି ।[୩]

ନିର୍ଦ୍ଦେଶିତ ଚଳଚ୍ଚିତ୍ର[ସମ୍ପାଦନା]

  • ଅହଲ୍ୟା
  • ଯୁଗସ୍ରଷ୍ଟା ସଚ୍ଚି ରାଉତରାୟ[୪]
  • Gopabandhu, ,a great political leader, humanist and social reformer of twentieth century of Orissa [୫]


ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

[୧]

  1. Bijay, Ketan, Mishra?, wikipedia