ନତକାଇ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନତକାଇ
ଗ୍ରାମ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ
ପଞ୍ଚାୟତ ସମିତିନିଶ୍ଚିନ୍ତକୋଇଲି
ଗ୍ରାମ ପଞ୍ଚାୟତନତକାଇ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୨୦୭[୧]
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/05

ନତକାଇ ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ[ସମ୍ପାଦନା]

ଏହା ସାଲେପୁର ନିକଟରେ ଅବସ୍ଥିତ । ଏହା କଟକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ସ୍କୁଲ[ସମ୍ପାଦନା]

ଏହାର ଅନତି ଦୂରରେ 'ବାଣୀନଗର' (ବଣୁଆ ସାହି)ଠାରେ ଏକ ନିମ୍ନପ୍ରାଥମିକ ବିଦ୍ୟାଳୟ ଓ ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟ, 'ମୁକୁନ୍ଦପୁର'ଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ 'ଏକରୁଖି'ଠାରେ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ[ସମ୍ପାଦନା]

ଏହି ଗ୍ରାମର 'ବାଣୀନଗର'ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ 'ଛନ୍ଦାବଜାର'ଠାରେ ଡାକଘର ଅଛି ।

ପର୍ଯ୍ୟଟନ[ସମ୍ପାଦନା]

ଏହି ଗାଆଁରେ ଗ୍ରାମଦେବତୀ ମଙ୍ଗଳାଙ୍କ ମନ୍ଦିର ସହ ଶକ୍ତିଶ୍ୱର ଶିବ ମନ୍ଦିର, କାଳୀ ମନ୍ଦିର, ତ୍ରିନାଥ ମନ୍ଦିର, ଶିରିଡି ସାଇ ମନ୍ଦିର, ହିଙ୍ଗୁଳା ମନ୍ଦିର ଓ ଗୋଟିଏ ମସଜିଦ ଅଛି । ଏଠାରେ ପ୍ରତିବର୍ଷ ଦୋଳ ମେଳଣ ଓ ପଣା ସଂକ୍ରାନ୍ତି ଦିନ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ[ଆଧାର ଲୋଡ଼ା]

ବ୍ୟକ୍ତିବିଶେଷ[ସମ୍ପାଦନା]

  1. କାଳନ୍ଦୀ ଚରଣ ବେହେରା (କଟକ ସଦର ବିଧାୟକ[ଆଧାର ଲୋଡ଼ା]
  2. ଚନ୍ଦ୍ରସାରଥି ବେହେରା (ସାଲେପୁର ବିଧାୟକ)[ଆଧାର ଲୋଡ଼ା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]