ଶତ୍ରୁ ସଂହାର
ଦେଖଣା
ଶତ୍ରୁ ସଂହାର | |
---|---|
ଫାଇଲ:ଶତ୍ରୁ ସଂହାର | |
ନିର୍ଦ୍ଦେଶକ | ସୁଧାଂଶୁ ସାହୁ |
ପ୍ରଯୋଜକ | ହର୍ଷବର୍ଦ୍ଧନ ଲାଲ |
ସଂଳାପ | ଶଙ୍କର ତ୍ରିପାଠୀ |
ଚିତ୍ରନାଟ୍ୟ | ସୁଧାଂଶୁ ସାହୁ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଆକାଶ ଦାସନାୟକ ରାହୁଲ ଦେବ ବିଜୟ ମହାନ୍ତି |
ସଙ୍ଗୀତ | ଶରତ ନାୟକ |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶତ୍ରୁ ସଂହାର,୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର୍ଷବର୍ଦ୍ଧନ ଲାଲ । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ[୧]
- ସିଦ୍ଧାନ୍ତ ମହାପାତ୍ର
- ରାହୁଲ ଦେବ[୨]
- ବିଜୟ ମହାନ୍ତି
- ତ୍ରିପୁରା ମିଶ୍ର
- ଶ୍ରୀୟା ଝା
- ସମାପିକା ଦେବନାଥ
- ସୁରେଶ ବଳ
- ମିହିର ଦାସ[୩]
- ମୀନକେତନ
- ହରିହର ମହାପାତ୍ର
- ବବି ମିଶ୍ର
- ଅଶ୍ରୁମୋଚନ ମହାନ୍ତି
- ବିନାୟକ ମିଶ୍ର
- ପ୍ରବୀର ସାମଲ
- ସାହେବ ସିଂହ
ଆଧାର
[ସମ୍ପାଦନା]- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶତ୍ରୁ ସଂହାର