ବଳିଦାନ (କଥାଚିତ୍ର)

ଉଇକିପିଡ଼ିଆ‌ରୁ
(ବଳିଦାନରୁ ଲେଉଟି ଆସିଛି)
ବଳିଦାନ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ସୁଜାତା ଆନନ୍ଦ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରାଜନ୍ କିନାଗୀ[୧]
ମୁକ୍ତିଲାଭ ତାରିଖ
୬ ଡିସେମ୍ବର ୧୯୭୮
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚଆଠ ଲକ୍ଷ ପଚାଶ ହଜାର ଟଙ୍କା[୨]
ମୋଟ ଆୟସତର ଲକ୍ଷ ଟଙ୍କା[୨]

ବଳିଦାନ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ବଳିଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. ୨.୦ ୨.୧ ନନ୍ଦ, ପ୍ରଶାନ୍ତ. "'ମଦର ଇଣ୍ଡିଆ' ପ୍ରେରଣାରୁ 'ବଳିଦାନ' କଲି". ନଜର୍ (ନିତିଦିନ. Retrieved 11 September 2016.[permanent dead link]
  3. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  4. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  5. "ଏହି ସିନେମାରେ ଓଲିଉଡ୍‌ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Archived from the original on 11 September 2017. Retrieved 8 September 2017.

ଅଧିକ ତଥ୍ୟ[ସମ୍ପାଦନା]