ଆହ୍ନିକ

ଉଇକିପିଡ଼ିଆ‌ରୁ
ଆହ୍ନିକ  
ଲେଖକଜଗନ୍ନାଥ ପ୍ରସାଦ ଦାସ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ

ଆହ୍ନିକ ଜଗନ୍ନାଥ ପ୍ରସାଦ ଦାସଙ୍କ ରଚିତ[୧] ଏକ କବିତା ସଙ୍କଳନ ।[୨] ଏହା କବିଙ୍କ ଷଷ୍ଠ କବିତା ସଂକଳନ ଓ ୧୯୯୦ ମସିହାରେ ପ୍ରକାଶିତ ହୋଇଥିଲା ।[୩] ଜଗନ୍ନାଥ ପ୍ରସାଦ ଦାସଙ୍କୁ ଏଥି ପାଇଁ ୨୦୦୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪] ଏହି ପୁସ୍ତକଟିକୁ ହୃଷିକେଶ ପଣ୍ଡା "Diurnal Rites and Other Poems" ନାମରେ ଇଂରାଜୀରେ ଅନୁବାଦ କରିଛନ୍ତି ।[୫]

ଆଧାର[ସମ୍ପାଦନା]

  1. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 2–. ISBN 978-81-260-2060-7.
  2. Indian Literature. Sahitya Akademi. 1995.
  3. J.P. Das (1994). Diurnal Rites and Other Poems. Sahitya Akademi. pp. 5–. ISBN 978-81-7201-533-6.
  4. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  5. Indian Literature. Sahitya Akademi. 1995.

ଆହୁରି ଦେଖନ୍ତୁ[ସମ୍ପାଦନା]