ଉଚ୍ଛ୍ୱାସ (କବିତା ସଙ୍କଳନ)

ଉଇକିପିଡ଼ିଆ‌ରୁ
ଉଚ୍ଛ୍ୱାସ (କବିତା ସଙ୍କଳନ)  
ଉଚ୍ଛ୍ୱାସ ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ମାଧ୍ୟମ ପ୍ରକାରଛପାବହି

ଉଚ୍ଛ୍ୱାସ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ ଓଡ଼ିଆ କବିତା ସଙ୍କଳନ । ଏଥିରେ ପ୍ରକାଶିତ କବିତାବଳୀ ଓଡ଼ିଆ ପତ୍ରିକା ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଏହି କବିତା ସଙ୍କଳନରେ ପ୍ରକୃତି ଚେତନା ତଥା ମାନବିକ ସମବେଦନା ଫୁଟିଉଠିଛି ।[୧]

ପଦାବଳୀ[ସମ୍ପାଦନା]

ତୋହପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ
ହସେ ବାସେ ରସେ ମାତ୍ର ଫୁଟି ଅଛି କ୍ଷଣିକ
ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମା ଫୁଲ ନଯିବ ତ ମଉଳି
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳୀ

— ଗଙ୍ଗଶିଉଳୀ, ଉଚ୍ଛ୍ୱାସ ସଙ୍କଳନ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. କୁନ୍ତଳା କୁମାରୀ ସାବତ. ସ୍ଫୁଲିଙ୍ଗ. ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ (୧୯୨୯)