Jump to content

ଖମୁ ରାମ ବିଷ୍ଣୋଇ

ଉଇକିପିଡ଼ିଆ‌ରୁ
ଖମୁ ରାମ ବିଷ୍ଣୋଇ
୨୦୧୩ ମସିହାରେ ଖମୁରାମ ବିଷ୍ଣୋଇ
ଜନ୍ମ1966 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଓସିଆନ, ଯୋଧପୁର, ରାଜସ୍ଥାନ
ଜାତୀୟତାଭାରତୀୟ
ଶିକ୍ଷାଏମ୍.କମ୍
ଶିକ୍ଷାନୁଷ୍ଠାନଯୋଧପୁର ବିଶ୍ୱବିଦ୍ୟାଳୟ
ବୃତ୍ତିସମୂହ
  • ପରିବେଶବିତ୍
  • ପବ୍ଲିକ୍ ସ୍ପିକର୍

ଖମୁ ରାମ ବିଷ୍ଣୋଇ (ଜନ୍ମ: ୧୯୬୬) ଜଣେ ଭାରତୀୟ ପରିବେଶବିତ୍ ।[][][] କୃପାଶଙ୍କର ପଟେଲ ବିଷ୍ଣୋଇ ମଧ୍ୟ ତାଙ୍କ ସହ ଯୋଡ଼ି ହୋଇଥିଲେ । ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଲଢ଼େଇ ପାଇଁ ୨୪ ଫେବୃଆରୀ ୨୦୧୩ରେ ତାଙ୍କୁ ଏକ୍ସଟ୍ରାଓର୍ଡ଼ିନାରୀ ଇଣ୍ଡିଆନ୍ ମ୍ୟାନ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[]

୨୦୧୭ ମସିହାରେ ବିଷ୍ଣୋଇ ସମ୍ପ୍ରଦାୟର ସହଯୋଗୀ ସଂସ୍ଥା ଆଦର୍ଶ ନବଜ୍ୟୋତି ବିକାଶ ଅନୁଷ୍ଠାନ ରାମଲୀଳା ମଇଦାନରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ଏକ ସଚେତନତା ଅଭିଯାନ ଆୟୋଜନ କରିଥିଲା, ଯାହାର ନେତୃତ୍ୱ ନେଇଥିଲେ ଖମୁରାମ ଓ ରାଣାରାମ ବିଷ୍ଣୋଇ । ଏହି ପଦଯାତ୍ରାରେ ୨୫୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ପରିବେଶବିତ ଅଂଶଗ୍ରହଣ କରିଥିଲେ ।[]

ପୁରସ୍କାର

[ସମ୍ପାଦନା]
  1. ଜିଓ ଦିଲ୍ ସେ.
  2. ଏକ୍ସଟ୍ରାଓର୍ଡ଼ିନାରୀ ଇଣ୍ଡିଆନ୍ ମ୍ୟାନ୍ ପୁରସ୍କାର[]
  3. ସିଦ୍ଧାର୍ଥ ସୋସିଆଲ୍ ଆୱାର୍ଡ଼ (୨୦୧୬).
  1. "CLEAN REVOLUTION WITH TURBAN MAN". Heyplaces.in. Retrieved 2017-01-18.
  2. "1 - Reportage : Khamu Ram Bishnoi : un Bishnoï à Paris (rediffusion) - RFI". Rfi.fr. 3 March 2012. Retrieved 2017-01-18.
  3. "Khamu Ram l'écolo". Parismatch.com. 9 January 2012. Retrieved 2017-01-18.
  4. ୪.୦ ୪.୧ says, Krsna Priya Swami (2014-03-03). "Bishnois of Rajasthan - The Original Tree Huggers". Sanskriti - Hinduism and Indian Culture Website (in ଆମେରିକୀୟ ଇଂରାଜୀ). Retrieved 2022-03-29.
  5. "Guru Jambheshwar's teachings are Panacea to treat Global Warming: Dr. Harshvardhan". tennews.in (in ଆମେରିକୀୟ ଇଂରାଜୀ). 2017-03-19. Retrieved 2022-03-29.