ମାର୍କଣ୍ଡ ଦାସ

ଉଇକିପିଡ଼ିଆ‌ରୁ

ମାର୍କଣ୍ଡ ଦାସ ଜଣେ ଭାରତୀୟ ପୁରାତନ କବି ଥିଲେ । ସେ ଓଡ଼ିଶାରେ ଜନ୍ମିତ ଓ ଓଡ଼ିଆ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସମୟ ଆନୁମାନିକ ପଞ୍ଚଦଶ ଶତାବ୍ଦୀରେ ହୋଇଥିଲା । ତାଙ୍କର ଏକମାତ୍ର ରଚନା କେଶବ କୋଇଲି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଛି ।[୧][୨] କେଶବ କୋଇଲି ଏକ କୋଇଲି ବା ପଦାବଳୀ ।[୩] ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ ।[୪] ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।[୫]

ରଚନାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ananta Kumar Giri; Ivan Marquez (2 March 2020). The Essays of Chitta Ranjan Das on Literature, Culture, and Society: On the Side of Life in Spite of. Cambridge Scholars Publishing. pp. 86–. ISBN 978-1-5275-4781-0.
  2. Dipti Ray (2007). Prataparudradeva, the Last Great Suryavamsi King of Orissa (A.D. 1497 to A.D. 1540). Northern Book Centre. pp. 186–. ISBN 978-81-7211-195-3.
  3. B. B. Jena (1980). Orissa, People, Culture, and Polity. Kalyani Publishers.
  4. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. pp. 141–. ISBN 978-81-250-1453-9.
  5. Durga Prasad Patnaik (1989). Palm Leaf Etchings of Orissa. Abhinav Publications. pp. 11–. ISBN 978-81-7017-248-2.