ବାସୁଦେବ ସାହୁ

ଉଇକିପିଡ଼ିଆ‌ରୁ
ବାସୁଦେବ ସାହୁ
ଜନ୍ମ ଓ ଜନ୍ମସ୍ଥାନବାସୁଦେବ ସାହୁ
୧୯୩୪
ସାହସପୁର, ଭଦ୍ରକ
ମୃତ୍ୟୁ୧୯ ମଇ ୨୦୧୯(2019-05-19) (ବୟସ ୮୪–୮୫)
ବୃତ୍ତିଭ୍ରମଣ କାହାଣୀ ଲେଖକ
ସମ୍ଭକାର
ଅର୍ଥନୀତିଜ୍ଞ
ଅଧ୍ୟାପକ
ଆତ୍ମଜୀବନୀ ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଆମେରିକାରେ କିଛିଦିନ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୬

ବାସୁଦେବ ସାହୁ (୧୯୩୪ - ୨୦୧୯) ଜଣେ ଓଡ଼ିଆ ଭ୍ରମଣ କାହାଣୀ ଲେଖକ, ସମ୍ଭକାର, ଅର୍ଥନୀତିଜ୍ଞ, ଅଧ୍ୟାପକ ତଥା ଆତ୍ମଜୀବନୀ ଲେଖକ ଥିଲେ । ୨୦୦୬ ମସିହାରେ ତାଙ୍କୁ ତାଙ୍କ ରଚିତ ଭ୍ରମଣ କାହାଣୀ ଆମେରିକାରେ କିଛିଦିନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବାସୁଦେବ ସାହୁ ୧୯୩୪ ମସିହାରେ ଭଦ୍ରକ ଜିଲ୍ଲାର ଧୁଷୁରୀ ପଞ୍ଚାୟତ ଅଧିନସ୍ଥ ସାହସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଜଣେ ଶିକ୍ଷାବିତ୍ ଭାବରେ ଭଦ୍ରକ କଲେଜରୁ ଅଧ୍ୟାପନା ଆରମ୍ଭ କରିଥିଲେ । ଏହାପରେ ସେ ସମ୍ବଲପୁରର ଗଙ୍ଗାଧର ମେହେର କେଲଜରେ ଯୋଗ ଦେଇଥିଲେ ଏବଂ ଶେଷରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିର ପ୍ରଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ଆମେରିକାରେ କିଛିଦିନ (ଭ୍ରମଣ କାହାଣୀ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Economist Basudev Sahoo passes away". OrissaPOST (in English). Bhubaneswar. 20 May 2019. Archived from the original on 26 May 2019. Retrieved 27 January 2023.{{cite news}}: CS1 maint: unrecognized language (link)
  2. "ପରଲୋକରେ ଅର୍ଥନୀତିଜ୍ଞ ବାସୁଦେବ ସାହୁ". ଧରିତ୍ରୀ. ଭୁବନେଶ୍ୱର. 21 May 2019. p. ୧. Archived from the original on 29 May 2019. Retrieved 27 January 2023.
  3. "୨୦୦୩, ୨୦୦୪ ଓ ୨୦୦୫ ମସିହାରେ ପ୍ରକାଶିତ ୨୦୦୬ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 21 September 2022. Retrieved 27 January 2023.