ଆମେ ତ ମିଡିଲ୍ କ୍ଲାସ୍
ଆମେ ତ ମିଡିଲ୍ କ୍ଲାସ୍ | |
---|---|
ନିର୍ଦ୍ଦେଶକ | ରାସେଶ ମହାନ୍ତି |
ପ୍ରଯୋଜକ | ସଞ୍ଜୀବ ଦ୍ୱିବେଦୀ, ଉମେଶ ପଟ୍ଟନାୟକ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ବି. ଚନ୍ଦନ କୁମାର |
କାହାଣୀ | ସନ୍ତୋଷ ନାରାୟଣ ଦାସ |
କଳାକାର | ଅଶ୍ରୁମୋଚନ ମହାନ୍ତି ସୁଭାଶିଷ ଶର୍ମା ମହାପ୍ରସାଦ କର ବିଜୟିନୀ ମିଶ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୁଦର୍ଶନ ସେନାପତି |
ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୨୨ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆମେ ତ ମିଡିଲ୍ କ୍ଲାସ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ ଓ ଉମେଶ ପଟ୍ଟନାୟକ । ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାସେଶ ମହାନ୍ତି ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅଶ୍ରୁମୋଚନ ମହାନ୍ତି, ସୁଭାଶିଷ ଶର୍ମା, ମହାପ୍ରସାଦ କର, ବିଜୟିନୀ ମିଶ୍ର, ତନୁଶ୍ରୀ ମହିମା ଦାସ, ଆକାଶ, ସୋମୁ, ସୁନନ୍ଦା, ଦିଲ୍ଲୀପ, ପ୍ରିୟା, ଭୂପତି, ସୁଶୀଲ, ରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୨ ତାରିଖରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଅଶ୍ରୁମୋଚନ ମହାନ୍ତି
- ସୁଭାଶିଷ ଶର୍ମା
- ମହାପ୍ରସାଦ କର
- ବିଜୟିନୀ ମିଶ୍ର
- ତନୁଶ୍ରୀ
- ମହିମା ଦାସ
- ଆକାଶ
- ସୋମୁ
- ସୁନନ୍ଦା
- ଦିଲ୍ଲୀପ
- ପ୍ରିୟା
- ଭୂପତି
- ସୁଶୀଲ
- ରାଣୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର, ନେହା ନିହାରିକା କର, ସ୍ୱୟମ ପାଢ଼ୀ, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଆଲୋ ମୋ ଲେହେଙ୍ଗାବାଲି" | ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର | |
2. | "ପ୍ରେମର ଶେଷ ସୀମା" | ନେହା ନିହାରିକା କର, ସ୍ୱୟମ ପାଢ଼ୀ | |
3. | "ଆମେ ତ ଶଳା ମିଡିଲ୍ କ୍ଲାସ୍" | ଅଭିଜିତ ମଜୁମଦାର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଆମେ ତ ମିଡିଲ୍ କ୍ଲାସ୍". ପ୍ରମେୟ. No. ଭୁବନେଶ୍ୱର. 19 October 2022. p. 25. Archived from the original on 25 December 2022. Retrieved 25 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆମେ ତ ମିଡିଲ୍ କ୍ଲାସ୍