କେଶବ ସାହୁ

ଉଇକିପିଡ଼ିଆ‌ରୁ
କେଶବ ସାହୁ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୯୮ – ୨୦୦୦
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ପର ଅଧିକାରୀଅନୁପ କୁମାର ସାଏ
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-11-02)୨ ନଭେମ୍ବର ୧୯୫୦
ମୃତ୍ୟୁ୭ ଅପ୍ରେଲ ୨୦୧୨(2012-04-07) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

କେଶବ ସାହୁ (୨ ନଭେମ୍ବର ୧୯୫୦ - ୭ ଅପ୍ରେଲ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୮ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କେଶବ ସାହୁ ୧୯୫୦ ମସିହାର ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କେଶବ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ମୃତ୍ୟୁ[ସମ୍ପାଦନା]

କେଶବ ସାହୁ ୨୦୧୨ ମସିହାର ଅପ୍ରେଲ ମାସ ୭ ତାରିଖରେ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Keshab Sahoo". odishaassembly.nic.in. Odisha Assembly. Retrieved 24 August 2022.