ଆଲିଟ୍ରେଟିନଏନ

ଉଇକିପିଡ଼ିଆ‌ରୁ
ଆଲିଟ୍ରେଟିନଏନ
Clinical data
Trade namesPanretin, Toctino, other
Synonyms9-cis-retinoic acid
AHFS/Drugs.commonograph
MedlinePlusa601012
data
Routes of
administration
Topical, by mouth
Legal status
Legal status
Pharmacokinetic data
Protein bindingHighly bound, no exact figure available[୧]
MetabolismLiver (CYP3A4-mediated oxidation, also isomerised to tretinoin)[୧]
Elimination half-life2-10 hours[୧]
ExcretionUrine (64%), faeces (30%)[୧]
Identifiers
  • (2E,4E,6Z,8E)-3,7-dimethyl-9-(2,6,6-trimethyl-
    1-cyclohexenyl)nona-2,4,6,8-tetraenoic acid
ECHA InfoCard100.111.081 Edit this at Wikidata
Chemical and physical data
FormulaC20H28O2
Molar mass୩୦୦.୪୪ g·mol−1
3D model (JSmol)
  • O=C(O)\C=C(\C=C\C=C(/C=C/C1=C(/CCCC1(C)C)C)C)C
  • InChI=1S/C20H28O2/c1-15(8-6-9-16(2)14-19(21)22)11-12-18-17(3)10-7-13-20(18,4)5/h6,8-9,11-12,14H,7,10,13H2,1-5H3,(H,21,22)/b9-6+,12-11+,15-8-,16-14+ checkY
  • Key:SHGAZHPCJJPHSC-ZVCIMWCZSA-N checkY
  (verify)

ଆଲିଟ୍ରେଟିନଏନ, ଏକ ବେପାର ନାମ ପାନ୍ରେଟିନ, ଏକ ଔଷଧ ଯାହା ଏଡସ୍ ଯୋଗୁ ହୋଇଥିବା କାପୋସିଙ୍କ ସାର୍କୋମା ଏବଂ ହାତର ଏକଜେମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨][୩] ଏହା କେବଳ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଚର୍ମରେ ପ୍ରୟୋଗ କରାଯାଏ କିମ୍ବା ପାଟିରେ ଦିଆଯାଏ ।| [୪]

ଚର୍ମରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୁଣ୍ଡେଇ ହେବା, ଚର୍ମର ଚୋପା ଛାଡ଼ିବା ଏବଂ ରାସ ହୋଇପାରେ ।[୨] ପାଟିରେ ଗ୍ରହଣ କରାଯାଉଥିଲେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, କମ ଲୋହିତ ରକ୍ତ କଣିକା, ଥକାପଣ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଏବଂ କାନନାଦ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସୌରଜ୍ୱାଳା ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୨] ଏହା ଏକ ରେଟିନଏଡ୍ ଅଟେ । [୪]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଲିଟ୍ରେଟିନଏନ ଅନୁମୋଦିତ ହୋଇଥିଲା। [୨] ୨୦୦୦ରେ ୟୁରୋପରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। [୫] ଏହା ଏକ ସାଧାରଣ ଔ ଷଧ ଭାବରେ ଉପଲବ୍ଧ । [୩][୩][୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔସଧ ପାଇଁ ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Toctino 10mg and 30mg soft capsules - Summary of Product Characteristics (SPC)". electronic Medicines Compendium. Stiefel. 30 August 2013. Archived from the original on 23 May 2018. Retrieved 1 February 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Alitretinoin Monograph for Professionals". Drugs.com (in ଇଂରାଜୀ). Archived from the original on 19 August 2021. Retrieved 14 January 2022.
  3. ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1306. ISBN 978-0857114105.
  4. ୪.୦ ୪.୧ "DailyMed - panretin- alitretinoin gel". dailymed.nlm.nih.gov. Archived from the original on 15 January 2021. Retrieved 14 January 2022.
  5. "Panretin". Archived from the original on 26 June 2021. Retrieved 14 January 2022.
  6. "Alitretinoin Prices, Coupons & Savings Tips - GoodRx". GoodRx. Retrieved 14 January 2022.