ଅଟୋଲଟିଭିମାବ/ମାଫ୍ଟିଭିମାବ/ଓଡେସିଭିମାବ

ଉଇକିପିଡ଼ିଆ‌ରୁ
ଅଟୋଲଟିଭିମାବ/ମାଫ୍ଟିଭିମାବ/ଓଡେସିଭିମାବ
Combination of
AtoltivimabMonoclonal antibody
MaftivimabMonoclonal antibody
OdesivimabMonoclonal antibody
Clinical data
Trade namesInmazeb
SynonymsREGN-EB3
AHFS/Drugs.commonograph
data
Routes of
administration
Intravenous
Legal status
Legal status

ଅଟୋଲଟିଭିମାବ/ମାଫ୍ଟିଭିମାବ/ଓଡେସିଭିମାବ, ବେପାର ନାମ ଇନମାଜେବ, ଏକ ଔଷଧ ମିଶ୍ରଣ ଯାହା ଜାୟେର ଇବୋଲା ଭୂତାଣୁଦ୍ୱାରା ହେଉଥିବା ଇବୋଲା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଅନ୍ୟ ଇବୋଲା ଜୀବାଣୁ ଏବଂ ମାରବର୍ଗ ପାଇଁ ଫଳପ୍ରଦତା ଅସ୍ପଷ୍ଟ ଅଟେ। [୧] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ଦ୍ରୁତ ହୃଦସ୍ପନ୍ଦନ, ଦ୍ରୁତ ଶ୍ୱାସକ୍ରିୟା ଏବଂ ବାନ୍ତି ଅନ୍ତର୍ଭୁକ୍ତ; ଅବଶ୍ୟ ଏଗୁଡ଼ିକ ମଧ୍ୟ ଇବୋଲା ଜୀବାଣୁ ସଂକ୍ରମଣର ସାଧାରଣ ଲକ୍ଷଣ । [୧] [୩] ଏହା ଅଟୋଲଟିଭିମାବ, ମାଫ୍ଟିଭିମାବ ଓ ଓଡେସିଭିମାବ ନାମକ ତିନୋଟି ମୋନୋକ୍ଲୋନାଲ ଆଣ୍ଟିବଡିଦ୍ୱାରା ଗଠିତ ଯାହା ଜାୟେର ଇବୋଲାଭାଇରସରେ ଏକ ଗ୍ଲାଇକୋପ୍ରୋଟନ୍ ସହିତ ବନ୍ଧନ‌ଯୁକ୍ତ ହୋଇଥାଏ । [୧]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା। [୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଉପଲବ୍ଧ ନୁହେଁ। [୪] ୨୦୨୦ ମସିହାରେ ଆମେରିକା ସରକାର ଏହାର ବିସ୍ତାର ସମ୍ଭାବନା ପ୍ରସ୍ତୁତି ପାଇଁ ଡୋଜ କିଣିଥିଲେ। [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Inmazeb- atoltivimab, maftivimab, and odesivimab-ebgn injection, solution". DailyMed. Archived from the original on 22 January 2021. Retrieved 17 January 2021.
  2. "FDA Approves First Treatment for Ebola Virus". U.S. Food and Drug Administration (FDA) (Press release). 14 October 2020. Archived from the original on 15 October 2020. Retrieved 14 October 2020.  This article incorporates text from this source, which is in the public domain.
  3. "Drug Trials Snapshots: Inmazeb". U.S. Food and Drug Administration. 14 October 2020. Archived from the original on 1 November 2020. Retrieved 23 October 2020.
  4. ୪.୦ ୪.୧ "Atoltivimab + maftivimab + odesivimab". SPS - Specialist Pharmacy Service. 28 June 2019. Archived from the original on 17 January 2022. Retrieved 16 January 2022.