ବଣ୍ଟନକାରୀ ଶକ୍

ଉଇକିପିଡ଼ିଆ‌ରୁ
Distributive shock
High space shock, warm shock, vasodilatory shock[୧]
Video explanation of shock
ଲକ୍ଷଣConfusion, fast heart rate, warm arms and legs, altered body temperature, low blood pressure[୨]
କାରଣSepsis, anaphylaxis, spinal injury, toxic shock syndrome, adrenal insufficiency, pancreatitis, overdoses of certain medications[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିNormal or above normal output from the heart[୩]
ସଠିକ ରୋଗ ନିର୍ଣ୍ଣୟOther types of shock[୨]
ଚିକିତ୍ସାIntravenous fluids, norepinephrine, epinephrine, antibiotics, hydrocortisone[୨]

ବଣ୍ଟନକାରୀ ଶକ୍ ହେଉଛି ଏକ ପ୍ରକାର ଶକ୍ ଯେଉଁଥିରେ ଛୋଟ ରକ୍ତନଳଗୁଡ଼ିକ ରକ୍ତ ପ୍ରବାହକୁ ସଠିକ୍ ଭାବରେ ନିୟନ୍ତ୍ରଣ କରନ୍ତି ନାହିଁ । [୪] ଏହାଦ୍ୱାରା ତନ୍ତୁମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପ୍ରବାହ ହୁଏ ନାହିଁ । [୫] ଏହାର ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ, ଦ୍ରୁତ ହୃଦ୍‌ଗତି, ଉଷୁମ ବାହୁ ଏବଂ ଗୋଡ଼, ପରିବର୍ତ୍ତିତ ଶରୀର ତାପମାତ୍ରା ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ ।[୨] ରୋଗ ଜଟିଳ ହେଲେ ଏକାଧିକ ଅଙ୍ଗ ଦୁଷ୍କ୍ରିୟା ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ । [୨]

ସବୁଠାରୁ ସାଧାରଣ କାରଣ ସେପସିସ ଏବଂ ଆନାଫାଇଲକ୍‌ସିସ[୫] ଅନ୍ୟାନ୍ୟ କାରଣରେ ମେରୁଦଣ୍ଡ ଆଘାତ ଯାହା ନ୍ୟୁରୋଜେନିକ୍ ଶକ୍ ଭାବରେ ମଧ୍ୟ ପରିଚିତ, ବିଷାକ୍ତ ଶକ୍ ସିଣ୍ଡ୍ରୋମ, ଆଡ୍ରେନାଲ୍ ଅଭାବ, ଅଗ୍ନାଶୟ ପ୍ରଦାହ ଏବଂ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ପରି କେତେକ ଔଷଧର ମାତ୍ରା ଅଧିକ ହେଲେ ହୋଇପାରେ ।[୪] [୨] ବଣ୍ଟନକାରୀ ଶକ୍ ଅନ୍ୟ ତିନୋଟି ବର୍ଗର ଶକ‌ଠାରୁ ଭିନ୍ନ ଅଟେ ଏଥିରେ ହୃତ୍‌ପିଣ୍ଡ ସାଧାରଣ ଭାବରେ କାମ କରେ ।[୬]

ଚିକିତ୍ସା ଶିରାଭ୍ୟନ୍ତର ତରଳ ପଦାର୍ଥରୁ ଆରମ୍ଭ ହୋଇଥାଏ ।[୫] ନର-ଏପିନେଫ୍ରିନ୍ କିମ୍ବା ଏପିନେଫ୍ରିନ ଔଷଧ ଦେବା ଆବଶ୍ୟକ ହୋଇପାରେ | [୨] ଆଣ୍ଟିବାୟୋଟିକ ବା ହାଇଡ୍ରୋକୋର୍ଟିଜୋନ କରିବା ଏହାର ମୂଳ କାରଣ ଉପରେ ନିର୍ଭର କରେ ।[୨] ଇଣ୍ଟେନସିଭ କେୟାର ୟୁନିଟରେ ଜେତେ ଶକ ହୁଏ ସେମାନଙ୍କ ମଧ୍ୟରୁ ବଣ୍ଟନକାରୀ ଶକ୍ ପ୍ରାୟ ୬୬% ଥାଏ ।[୭] କାରଣ ଅନୁସାରେ ୨୦%ରୁ ୮୦ କ୍ଷେତ୍ରରେ ମୃତ୍ୟୁ ହୋଇପାରେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 175, 177. ISBN 978-1292-17084-8.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Smith, N; Lopez, RA; Silberman, M (January 2020). "Distributive Shock". PMID 29261964. {{cite journal}}: Cite journal requires |journal= (help)
  3. Elbers, Paul W.G.; Ince, Can (19 July 2006). "Mechanisms of critical illness--classifying microcirculatory flow abnormalities in distributive shock". Critical Care. 10 (4): 221. doi:10.1186/cc4969. PMC 1750971. PMID 16879732.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 175, 177. ISBN 978-1292-17084-8.
  5. ୫.୦ ୫.୧ ୫.୨ Smith, N; Lopez, RA; Silberman, M (January 2020). "Distributive Shock". PMID 29261964. {{cite journal}}: Cite journal requires |journal= (help)
  6. Elbers, Paul W.G.; Ince, Can (19 July 2006). "Mechanisms of critical illness--classifying microcirculatory flow abnormalities in distributive shock". Critical Care. 10 (4): 221. doi:10.1186/cc4969. PMC 1750971. PMID 16879732.{{cite journal}}: CS1 maint: unflagged free DOI (link)
  7. McEvoy, Matthew D.; Furse, Cory M. (2017). Advanced Perioperative Crisis Management (in ଇଂରାଜୀ). Oxford University Press. p. 67. ISBN 978-0-19-022645-9. Archived from the original on 2021-08-28. Retrieved 2021-01-05.